ଦେଖିନଥିବେ ଏମିତି ବିବାହ; Google Meetରେ ହାତ ଗଣ୍ଠି , Zomatoରୁ ଭୋଜି
ସାରା ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ ସମସ୍ତଙ୍କୁ ନିଜ ଘରେ ବନ୍ଦୀ କରି କରିଦେଇଛି। କରୋନା ଅବଧିରେ ହେଉଥିବା ବିବାହ ମଧ୍ୟ ଅଧିକ ପ୍ରଭାବିତ ହେଉଛି। ଅନେକ ରାଜ୍ୟରେ ବିବାହ ସମ୍ବନ୍ଧରେ କରୋନା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯେଉଁଥିପାଇଁ ବିବାହକୁ ଆସୁଥିବା ଅତିଥି ଏବଂ…