Below header
Browsing Tag

West Bengal minister

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଗିରଫ, ୧୨ଟି ସ୍ଥାନରେ ଚଢ଼ାଉ ପରେ EDର ବଡ଼ କାର୍ଯ୍ୟାନୁଷ୍ଠାନ

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଗିରଫ। ମନ୍ତ୍ରୀଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ଚଢ଼ାଉ ଏବଂ ଗହନ ପଚରାଉଚରା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ରୀୟ ଏଜେନ୍ସିର ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତଥା ରାସନ…

କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: ସିବିଆଇ ସ୍କାନରରେ ପଶ୍ଚିମବଙ୍ଗର ଆଉ ଜଣେ ମନ୍ତ୍ରୀ । ପଶ୍ଚିମବଙ୍ଗ ସରକାରଙ୍କ ଆଇନ ଓ ଶ୍ରମ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ରେଡ୍‌ କରିଛି ସିବିଆଇ ଟିମ୍‌ । ଆସାନସୋଲ୍‌ ଓ କୋଲକାତା ସମେତ ୭ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଉଛି । ମଳୟ ଘଟକଙ୍କୁ ଅଟକ ରଖିଛି ସିବିଆଇ । କୋଇଲା…