ଏବେ ସହଜରେ କରିପାରିବେ ହ୍ବାଟସଆପ୍ କଲ ରେକର୍ଡ, ତେବେ ଜାଣନ୍ତୁ ସବୁଠାରୁ ସହଜ ଟ୍ରିକ୍
ଯେତେବେଳେ ଆପଣ ମୋବାଇଲ ଫୋନରେ କଥା ହେଉଛନ୍ତି,ସେତେବେଳେ ଅନେକ ଥର ଏମିତି ହୋଇଥାଏ କି, ଆପଣ କୌଣସି ଗୁରୁତ୍ବପୂର୍ଣ୍ଣ ନମ୍ବର ହେଉ ଅବା ଜରୁରୀ କଥାକୁ ରେକର୍ଡ କରିନିଅନ୍ତି। ଏହି ସୁବିଦା ପୂର୍ବରୁ ହ୍ବାଟସଆପର ନଥିଲା। କୌଣସି ଜରୁରୀ କଥା ହ୍ବାଟସଆପ୍ ଭଏସ କଲରେ କଥା ହେବା ବେଳକୁ ରେକର୍ଡ…