Browsing Tag

whatspp call

ଏବେ ଅଜଣା କଲକୁ ରୋକିବ ଏହି ଫିଚର

ହ୍ଵାଟସଆପ୍‌ ରେ ୟୁଜର୍ସ ଙ୍କ ପାଇଁ ଏବେ ଅଜଣା ଅନିଚ୍ଛା କଲ କୁ ରିଜେକ୍ଟ କରିବା ହେଲା ସହଜ। ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ନିକଟରେ Silence Unknown Callers କୁ ଜାରି କରିଛି। ମାନେ ୟୁଜର୍ସ ଅଜଣା ତଥା ସ୍ପାମ କଲକୁ ସାଇଲେଣ୍ଟ କରିବା ପାଇଁ ଅନୁମତି ପାଇବେ। ତେବେ ଏହି କଲ…

ଏବେ Group Call କୁ କରନ୍ତୁ Schedule

ଏବେ ହ୍ଵାଟସଆପ୍‌ ଆହୁରି ନୂଆ ନୂଆ ଫିଚର୍ସ ଲଞ୍ଚ କରିବାକୁ ଯାଉଛି। ଏବେ କମ୍ପାନୀ କଲ୍‌ କୁ ସେଡ୍ୟୁଲ କରିବାର ଫିଚରକୁ ଲଞ୍ଚ କରିବାକୁ ଯାଉଛି। ହ୍ଵାଟସଆପ୍‌ ରେ ସେଡ୍ୟୁଲ ଗ୍ରୁପ କଲ୍‌ ନାମକ ଏକ ନୂଆ ଫିଚର ଆସିବ। ଯାହାକୁ ନେଇ ଏବେ କାମ ଚାଲିଛି। ଏହା ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ୍‌ ୟୁଜର୍ସଙ୍କ…