Below header
Browsing Tag

which country celebrates new year last

କେଉଁ ଦେଶ ସର୍ବପ୍ରଥମେ ଓ କେଉଁ ଦେଶ ସର୍ବଶେଷରେ ସେଲିବ୍ରେଟ୍‌ କରେ ନୂଆବର୍ଷ, ଜାଣନ୍ତୁ

୨୦୨୦କୁ ବିଦାୟ ଦେଇ ପାଦ ଥାପିଛି ୨୦୨୧। ସମସ୍ତେ ଏହି ନୂଆବର୍ଷକୁ ବହୁ ଉତ୍ସାହର ସହ ପାଳନ କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତିକି କେଉଁ ଦେଶରେ ସର୍ବପ୍ରଥମେ ନୂଆବର୍ଷ ପାଳିତ ହୁଏ ଓ କେଉଁ ଦେଶ ସବୁଠୁ ଶେଷରେ ନ୍ୟୁ ଇୟର ସେଲିବ୍ରେଟ୍‌ କରିଥାଏ। ଆଜି ଆସନ୍ତୁ ଜାଣିବା ସର୍ବପ୍ରଥମେ କେଉଁ ଦେଶରେ…