Below header
Browsing Tag

wife seeks help

ବାହାଘରକୁ ପୁରିଛି ମାସେ, ସ୍ୱାମୀ ଚିକିତ୍ସା ପାଇଁ ସ୍ତ୍ରୀ ମାଗୁଛି ସାହାଯ୍ୟ

ଭଦ୍ରକ(କେ ନ୍ୟୁଜ): କୋଭିଡ୍‌ ସଂକ୍ରମଣ କମୁଛି। କିନ୍ତୁ କିଛି ଗୁରୁତର ଅସୁସ୍ଥ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅଭିଷେକ ମହାପାତ୍ର। ୩୦ ବର୍ଷର ଅଭିଷେକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଉନ୍ନତମାନର ସେବା ପାଇବା ଲାଗି ତାଙ୍କୁ କୋଲକାତା…