Below header
Browsing Tag

wine fee reduces

କମିଲା ମଦର କୋଭିଡ ଫି, ସ୍ପେଶାଲ୍‌ କୋଭିଡ ଫି ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ ଖସିଲା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କମିବ ମଦ ଦାମ୍‌ । ସ୍ପେଶାଲ କୋଭିଡ ଫି ହ୍ରାସ ହୋଇଛି । ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ ଖସିଲା ସ୍ପେଶାଲ୍‌ କୋଭିଡ ଫି । ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ଭାବେ ସୂଚନା ମିଳିଛି । ଫଳରେ ଏଣିକି ମଦ କିଣିଲେ ଏମଆରପିଠାରୁ ୧୫%…