Below header
Browsing Tag

wine sized

ଦେଶୀ ମଦ ସହ ପିକଅପ୍ ଭ୍ୟାନ୍ ଜବତ, ୨ ଅଟକ

ବାଙ୍କୀ(କେନ୍ୟୁଜ୍) : ଦେଶୀ ମଦ ସହ ପିକ ଅପ୍ ଭ୍ୟାନ ଜବତ। ଗତକାଲି ରାତିରେ ପଶ୍ଚିମ ବାଙ୍କୀ ବୈଦେଶ୍ୱର ଠାରୁ ବାଙ୍କୀ ଯାଉଥିବା ଏକ ପିକଅପ୍ ଭ୍ୟାନରୁ ପାଞ୍ଚ ବସ୍ତା ଦେଶୀ ମଦ ପ୍ୟାକେଟ ଜବତ କରାଯାଇଛି। ପିକଅପ୍ ଭ୍ୟାନଟି ଏହି ଦେଶୀ ମଦ ନେଇ ଯାଉଥିବା ବେଳେ କଟକ ଅବକାରୀ ବିଭାଗର ସ୍ପେସିଆଲ…

୧୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ, ଚୋରା ମଦ ଚାଲାଣ ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ

ଖୋର୍ଦ୍ଧା (କେନ୍ୟୁଜ) : ଲକଡାଉନରେ ବି ଚାଲିଛି ଚୋରା ମଦ କାରବାର। ମଦ ନିଶା ଆଗରେ କାରୋନା ଭୟକୁ ଭୁଲିଯାଉଛନ୍ତି ଲୋକେ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପୋଲିସ ଚୋରା ମଦ କାରବାରରେ ୪ ଜଣଙ୍କୁ ଗିରଫ କରିଛି। ଦୁଇଟି ପିକ ଅପ ଭ୍ୟାନରେ ଏହି ଚୋରା ମଦ ବେପାରୀଙ୍କୁ ଗିରଫ କରିଛି ପୋଲିସ…

ଜଳେଶ୍ୱର: ଚୋରା ଚାଲାଣ ବେଳେ ଜବତ ହେଲା ବିପୁଳ ପରିମାଣର ଦେଶୀମଦ, ୨ ଯୁବକ ଗିରଫ

ଜଳେଶ୍ୱର(କେନ୍ୟୁଜ୍): ଚୋରା ଚାଲାଣ ବେଳେ ଜବତ ହେଲା ବିପୁଳ ପରିମାଣର ଦେଶୀମଦ। ପ୍ରାୟ ୧ ହଜାର ଲିଟର ଦେଶୀ ମଦ ମାରୁତି ଭ୍ୟାନ ଜବତ କରିଛି ଜଳେଶ୍ୱର ଅବକାରୀ ବିଭାଗ। ଘଟଣାରେ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣଙ୍କ ଘର ପଶ୍ଚିମବଙ୍ଗରେ । ଏକ ମାରୁତି ଭ୍ୟାନରେ ପଶ୍ଚିମବଙ୍ଗରୁ…