୧୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ, ଚୋରା ମଦ ଚାଲାଣ ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ

ଖୋର୍ଦ୍ଧା (କେନ୍ୟୁଜ) : ଲକଡାଉନରେ ବି ଚାଲିଛି ଚୋରା ମଦ କାରବାର। ମଦ ନିଶା ଆଗରେ କାରୋନା ଭୟକୁ ଭୁଲିଯାଉଛନ୍ତି ଲୋକେ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପୋଲିସ ଚୋରା ମଦ କାରବାରରେ ୪ ଜଣଙ୍କୁ ଗିରଫ କରିଛି। ଦୁଇଟି ପିକ ଅପ ଭ୍ୟାନରେ ଏହି ଚୋରା ମଦ ବେପାରୀଙ୍କୁ ଗିରଫ କରିଛି ପୋଲିସ ।ସେମାନଙ୍କ ଠାରୁ ୧୦୭୮ ଲିଟର ବିଦେଶୀ ମଦ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ହେବ।

wine

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.