Browsing Tag

winter drive

ଘନ କୁହୁଡିରେ ଗାଡି କିମ୍ବା ବାଇକ ଚଲାଇବାକୁ ଅସୁବିଧା ହେଉଛି କି, ତେବେ ଏହି ଉପାୟରେ ସହଜରେ କରନ୍ତୁ ଡ୍ରାଇଭ୍‌

ଥଣ୍ଡା ଦିନ ଆସିଗଲାଣି ଆଉ ଏହି ଦିନ ସବୁଠୁ ଅଧିକ ସମସ୍ୟା ହୋଇଥାଏ ଗାଡି ଚଲାଇବା ସମୟରେ। କାହିଁକିନା ଏହାର କାରଣ ହେଉଛି କୁହୁଡି। ସକାଳୁ ସକାଳୁ ଯେତେବେଳେ ଆପଣ କାର କିମ୍ବା ବାଇକ ନେଇ ଯାତ୍ରା କରନ୍ତି ସେତେବେଳେ ସାମ୍ନାରେ କିଏ ଯାଉଛି କିମ୍ବା ପଛରୁ କିଏ ଆସୁଛି ତାହା ଜଣାପଡିନଥାଏ।…