Below header
Browsing Tag

woman body

ଜଙ୍ଗଲରୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା କରି ପିଙ୍ଗିଦେଇଥିବା ସନ୍ଦେହ

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଶାଳବଣି ଜଙ୍ଗଲ ମଧ୍ୟରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ମହିଳାଙ୍କ ପରିଚୟ ମିଳି ପାରି ନାହିଁ । ଦୁଇ ତିନି ଦିନ ତଳୁ କେହି ମହିଳା ଜଣଙ୍କୁ ମାରି…

ବଲାଙ୍ଗିର ଶିକେର ନିକଟ ରେଳ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିର ଶିକେର ନିକଟ ରେଳ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର । ମହିଳାଙ୍କ ବୟସ ପ୍ରାୟ ୪୦ ହୋଇଥିବା ବେଳେ ତାଙ୍କ ପରିଚୟ ଜଣା ପଡ଼ିନାହିଁ । ଶବକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ରଖାଯାଇଛି । ମୃତକ ମହିଳାଙ୍କ ପରିଚୟ ମିଳିଲେ ଶବ…