Below header
Browsing Tag

women rescued

ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର, ଚାକିରି କରାଇବା ନାରେ ରଖାଯାଇଥିଲା ବନ୍ଦୀ

ବାରିପଦା (କେନ୍ୟୁଜ): ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର । ବାରିପଦା ଭଞ୍ଜପୁର ଥାନା ଅଞ୍ଚଳରେ ଏକ ଭଡ଼ାଘରୁ ଯୁବତୀ ମାନଙ୍କୁ ଉଦ୍ଧାର କରାଯାଇଛି । ମୋଟା ଅଙ୍କର ଚାକିରି ଦେବା ଆଳରେ ଯୁବତୀଙ୍କୁ ଆଣି ଏହି ଘରେ ଅଟକ ରଖା ଯାଇଥିଲା । ଘଟଣା ହେଉଛି ବାରିପଦା ଭଞ୍ଜପୁର ଥାନା ଅଧୀନ ବିଜୟରାମଚନ୍ଦ୍ରପୁର…

୨୦ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିଲେ ମହିଳା, ଉଦ୍ଧାର ହେବା ବେଳେ ଘରୁ ମିଳିଲା ପୁଳା ପୁଳା ସୁନା

କୁହାଯାଏ, ଧନ ଥିବା ବ୍ୟକ୍ତି କିଛି ବି କିଣିପାରିବ। କିନ୍ତୁ ପ୍ରକୃତ ସତ ହେଉଛି, ଯେତେ ଧନ ସମ୍ପତ୍ତି ଥିଲେ ମଧ୍ୟ ବ୍ୟକ୍ତି କେବେ ବି ଖୁସି ଓ ଆନନ୍ଦ କିଣିପାରିବ ନାହିଁ। ଏବେ ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ରାଜକୋଟ୍‌ରେ। ଏଠାରେ ଏକ ଏନ୍‌ଜିଓ ସଂସ୍ଥା ରୁମ୍‌ରେ ବନ୍ଦ…

ଦୁଇ ଶିଶୁପୁତ୍ରଙ୍କ ସହ ମରିବାକୁ ପୋଖରୀରେ ପଶିଥିଲା ମା, ଅଳ୍ପକେ ରକ୍ଷାକଲେ ଗାଁ ଲୋକ

ନବରଙ୍ଗପୁର (କେ ନ୍ୟୁଜ୍‌) : କୁହାଯାଏ ରାଗ ବ୍ରହ୍ମ ଚଣ୍ଡାଳ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ । ଜନ୍ମ କଲା ମା’ର ଏମିତି ରାଗ ଉଠିଗଲା ଯେ ନିଜ ଦୁଇ ଶିଶୁଙ୍କୁ ମାରି ନିଜେ ଆତ୍ମହତ୍ୟା କରିବାକୁ ଯାଉଥିଲା । ଅଳ୍ପକେ ରକ୍ଷା ପାଇଗଲେ ସମସ୍ତେ ।…