Browsing Tag

WOMEN TOURTER BY IN-LAW’S

ଗର୍ଭବତୀ ମହିଳାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ ଅଭିଯୋଗ

ମାହାଙ୍ଗା (କେ ନ୍ୟୁଜ୍‌) : ଜଣେ ଗର୍ଭବତୀ ମହିଳାଙ୍କୁ କିରୋସିନି ଢାଳି ମାରିଦେବାକୁ ଚେଷ୍ଟା କରିଥିଲେ ଶାଶୁ ଘର ପରିବାର ଲୋକେ l ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମହିଳା ଜଣକ l ତେବେ ଫାଣ୍ଡିରେ ଏତଲା ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ…