Below header
Browsing Tag

women’s health

Toxic Shock Syndrome ମହିଳାଙ୍କ ପାଇଁ ହୋଇଥାଏ ବେଶ ଘାତକ, ଏଥିପାଇଁ ହୋଇଯାନ୍ତୁ ସତର୍କ

Toxic Shock Syndromeର ନାମ ଆପଣମାନେ ଖୁବ କମ ବାର ଶୁଣିଥିବେ । ଏହାର ଉପଚାର ଠିକ ଭାବେ ନକଲେ ବ୍ୟକ୍ତି ପାଇଁ ଅତ୍ୟନ୍ତ ଘାତକ ସାଜିଥାଏ । ଶରୀରରେ ସ୍ଟାଫ ବ୍ୟାକ୍ଟେରିଆର ପରିମାଣ ବଢ଼ିଲେ ଏହି ସମସ୍ୟା ଦେଖାଦିଏ । ସ୍ଟେଫିଲୋକୋକସ ଓରିୟସ୍ ବା ସ୍ଟାଫ ବ୍ୟାକ୍ଟେରିଆ ଶରୀରରେ ଅଧିକ ମାତ୍ରାରେ…