Browsing Tag

wood found

ଭଦ୍ରକ: ମୋହନପୁର ସମୁଦ୍ର ମୁହାଣରୁ ମିଳିଲା ବିରାଟ କାଠଗଡ, ଆଧ୍ୟାତ୍ମିକ ପରିବେଶରେ ଦାରୁ ଭାବି ଗାଁକୁ ଆଣିଲେ ଲୋକେ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଢୁଆଁ ମୋହନପୁର ସମୁଦ୍ର ମୁହାଣରେ ଲାଗିଛି ଏକ ବିରାଟ କାଠଗଡ । ଯେଉଁ କାଠଗଡରେ ନାଲି କପଡା ଘୋଡାଯାଇଛି । ଗତକାଲି ରାତିରେ ମତ୍ସଜୀବୀ ନନ୍ଦକିଶୋର ମାଝୀ ଓ ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମାଝୀ ମୋହନପୁର ମୁହାଣରେ ମାଛ ଧରିବାକୁ ବେଡ ବସାଇବା…