Browsing Tag

wood maffia

ମନ୍ଦିର ପରିସରରୁ କାଠ କାଟି ନେବା ବେଳେ ଧରା ପଡିଲେ ମାଫିଆ

ପଟ୍ଟାମୁଣ୍ଡାଇ(କେ ନ୍ୟୁଜ): ମନ୍ଦିର ପରିସରରୁ କାଠ କାଟି ନେବା ବେଳେ କାଠ ଜବତ । ନୃସିଂହନାଥ ମନ୍ଦିର ପରିସରରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର କାଠକୁ କାଟି ବିକ୍ରି କରୁଥିବା ସମୟରେ କାଠ ମାଫିଆ ଧରାପଡିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତର ମଠସାହି ଗାଁର ଘଟଣା। ସ୍ଥାନୀୟ…