Below header
Browsing Tag

world Cup final

ଫାଇନାଲ ମ୍ୟାଚ ଦେଖୁଥିବା ବେଳେ ପୁଅ ଟିଭି ବନ୍ଦ କରିବାକୁ ବାପା କଲା ହତ୍ୟା

କ୍ରିକେଟ ଖେଳ ପାଇଁ ପୁଅକୁ ହତ୍ୟା କଲା ବାପା । ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ସମସ୍ତଙ୍କ ଉତ୍ସାହ ଲାଗି ରହିଥିଲା । ଆଉ ଫାଇନାଲ ମ୍ୟାଚ୍‌ ଚାଲିଥିବା ବେଳେ ଟିଭିର ସୁଇଚ୍‌ ପୁଅ ବନ୍ଦ କରିଦେବାରୁ ବାପା କଲା ହତ୍ୟା । ଏଭଳି ଘଟଣା ଉତ୍ତରପ୍ରଦେଶ କାନପୁରରେ ଘଟିଛି । କାନପୁର ପୋଲିସ…

ଡ୍ରେସିଂ ରୁମରେ ଖେଳାଳିଙ୍କ ମନୋବଳ ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି, ରୋହିତ ଓ ବିରାଟଙ୍କ ହାତ ଧରି ହସିବାକୁ କହି ଦେଲେ…

ଭାରତ ଆଇସିସି ଦିନିକିଆ ବିଶ୍ୱକପ ହାରିବା ପରେ ଡ୍ରେସିଂ ରୁମରେ ପହଞ୍ଚି ଖେଳାଳିଙ୍କ ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଖେଳାଳିଙ୍କୁ ସାକ୍ଷାତ କରି ସେମାନଙ୍କ ମନୋବଳ ବଢାଇଛନ୍ତି । ଟିମର ଖେଳାଳି ପରାଜୟ ପରେ ଡ୍ରେସିଂ ରୁମରେ ବହୁତ ନିରାଶ ରହିଥିଲେ । ରୋହିତ ଏବଂ ବିରାଟଙ୍କ ହାତ ଧରି…

ବିଶ୍ୱକପ ଫାଇନାଲ : ଭାରତ ୨୪୦ ରନରେ ଅଲଆଉଟ୍‌, ଏବେ ବୋଲିଂ ଉପରେ ଫ୍ୟାନ୍ସଙ୍କ ଭରସା

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯାଉଛି । ଭାରତ ୫୦ ଓଭରରେ ଅଲଆଉଟ ହୋଇ ୨୪୦ ରନ୍‌ କରିଛି। ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଇଛି ଭାରତ । ଆଉ ଏବେ ଭାରତର ବୋଲିଂ ଏବଂ ଫିଲ୍ଡିଂ ଉପରେ ଭାରତୀୟ ଫ୍ୟାନ୍ସ ଆଶା ରଖିଛନ୍ତି । ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା…

ବିଶ୍ୱକପ୍‌ ପାଇଁ ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼; ଅପରାହ୍ନରେ ପହଞ୍ଚିବେ ମୋଦି

ବିଶ୍ବକପ୍ ଫାଇନାଲ ଫାଇଟ୍ ଦେଖିବାକୁ ଅହମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ଅହମ୍ମଦାବାଦରେ ପହଞ୍ଚିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର। ଆଜି ଟ୍ରଫି ନେଇ ଯିବୁ ବୋଲି କହିଛନ୍ତି ମାଷ୍ଟର ବ୍ଲାଷ୍ଟର। ସେହିପରି ମ୍ୟାଚ୍ ଦେଖିବାକୁ ଅପରାହ୍ନ ୩ଟାରେ…

ବିଶ୍ୱକପ୍‌ ଫାଇନାଲ ମ୍ୟାଚର ଟିକେଟ କିଣିବା ନିଶା ଯୁବତୀଙ୍କୁ ପଡ଼ିଲା ମହଙ୍ଗା, ଆକାଉଣ୍ଟରୁ ଗଲା ୫୬ ହଜାର

ରାତି ପାହିଲେ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ । ଏନେଇ ଫ୍ୟାନ୍ସଙ୍କ କ୍ରେଜ୍‌ ବଢ଼ି ଚାଲିଛି । ଭାରତ ଜିତିବ ବୋଲି ଫ୍ୟାନ୍ସମାନେ ବିଶ୍ୱାସ ରଖିଛନ୍ତି । ତେବେ ୧୯ ନଭେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ଫ୍ୟାନ୍ସମାନେ ଏହାକୁ ନେଇ ଖୁବ୍‌ ଖୁସି ଅଛନ୍ତି । ତେବେ…

ବିଶ୍ୱକପ ବିଜେତା ଅଧିନାୟକଙ୍କୁ ସମ୍ମାନିତ କରିବ ବିସିସିଆଇ, ଫାଇନାଲ ମ୍ୟାଚ ବେଳେ ଦେବ ସ୍ୱତନ୍ତ୍ର ସମ୍ମାନ

ବିଶ୍ୱକପ ୨୦୨୩ ଫାଇନାଲ ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ଅବସରରେ ପୂର୍ବତନ ବିଶ୍ୱକପ ବିଜେତାଙ୍କୁ ଖାସ୍‌ ଅନ୍ଦାଜରେ ସମ୍ମାନିତ କରାଯିବ । ଚାମ୍ପିଅନ ଅଧିନାୟକଙ୍କୁ ସ୍ପେଶାଲ ବ୍ଲେଜର ଦେଇ ସମ୍ମାନିତ କରାଯିବ । ଏହି ସମ୍ମାନ ପ୍ରଥମ ଇନିଂସ ଖେଳାଯିବା ପରେ…

ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ…

ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଦିନିକିଆ ବିଶ୍ୱକପ ୨୦୨୩ ର ଫାଇନାଲ ମ୍ୟାଚ୍‌ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ଏହି ମ୍ୟାଚ୍‌ ପାଇଁ କ୍ରିକେଟ ଫ୍ୟାନ୍ସଙ୍କ କ୍ରେଜ ରହିଥିବା ବେଳେ ବଡ ବଡ ରାଜନେତା ମଧ୍ୟ ବାଦ୍‌ ପଡିନାହାନ୍ତି ।…

ଆସନ୍ତା ସନଣ୍ଡେରେ ହେବ ସୁପର ଫାଇଟ, ବିଶ୍ବକପ୍ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଲଢେଇ

ବିଶ୍ବକପ୍ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଲଢେଇ। ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟମ ଥର ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ରବିବାର ଭାରତ ସହ ଅଷ୍ଟ୍ରେଲିଆର ହେବ ମହାମୁକାବିଲା । ସଂଘର୍ଷ କରି ପୁଣି ଥରେ ସେମିରେ ଝୁଣ୍ଟିଲା ଦକ୍ଷିଣ ଆଫ୍ରିକା । ପଞ୍ଚମ ଥର ସେମିରୁ ବିଦା ହେଲା…