Below header
Browsing Tag

world cup match

କାଲି ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ-ବାଂଲଦେଶ ଟକ୍କର, ଭାରୀ ପଡ଼ିବ କିଓ୍ଵି ଦଳ

ଶୁକ୍ରବାର ଚେନ୍ନାଇରେ ଖେଳାଯିବ ବିଶ୍ୱକପର ଏକାଦଶ ମ୍ୟାଚ୍‌ । ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ l ଏହି ମ୍ୟାଚରେ କିଓ୍ଵି ଟିମ ଫେବାରାଇଟ l ଏହା ପଛର କାରଣ ହେଉଛି ଡେଭିଡ କନେଓ୍ଵ ଓ ମିଚେଲ ସାଣ୍ଟନର ଉଭୟଙ୍କ ଆଇପିଏଲ୍‌ ଅଭିଜ୍ଞାତା ରହିଛି l ଉଭୟେ ଚେନ୍ନାଇ ପାଇଁ ଖେଳି ସାରିଛନ୍ତି l ଆଉ ଦୁହେଁ…

ବର୍ମିଂହାମ : ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ଚତୁର୍ଥ ଶତକ, ବାଂଲାଦେଶକୁ ଭାରତ ଦେଲା ୩୧୫ ରନ୍‌ର ବିଜୟଲକ୍ଷ୍ୟ

ବର୍ମିଂହାମ : ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପଡ଼ୋଶୀ ବାଂଲାଦେଶ ଆଗରେ ରଖିଛି ୩୧୫ ରନ୍‌ର ବିଜୟ ଲକ୍ଷ୍ୟ । ଓପ୍ନର ରୋହିତ ଶର୍ମା ଚଳିତ ବିଶ୍ୱ କପ୍‌ରେ ତାଙ୍କର ଚତୁର୍ଥ ଶତକ ହାସଲ କରିଥିବା ବେଳେ ଲୋକେଶ ରାହୁଲ ୭୭ ରନ୍‌ କରିଥିଲେ । ଏମାନେ ପ୍ରଥମ ଓ୍ଵିକେଟ୍‌…

ବିଶ୍ୱକପ୍‌ : ଭାରତକୁ ଇଂଲଣ୍ଡ ଦେଲା ୩୩୮ ରନ୍‌ର ଟାର୍ଗେଟ୍‌, ରାହୁଲ ଆଉଟ୍‌ ଓ ରୋହିତଙ୍କୁ ଜୀବନଦାନ

ବର୍ମିଂହାମ୍‌ : ଜନୀ ବ୍ୟାରେଷ୍ଟୋଙ୍କ ଜୋରଦାର ଶତକ ସାଙ୍ଗକୁ ବ୍ୟାଟ୍‌ସମ୍ୟାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ଇଂଲଣ୍ଡ କରିଛି ୭ ଓ୍ଵିକେଟ୍‌ରେ ୩୩୭ ରନ୍‌ । ଫଳରେ ବିଶ୍ୱକପ୍‌ର ଏହି ୩୮ତମ ମ୍ୟାଚ୍‌ ଜିତିବାକୁ ଭାରତକୁ ଓଭର ପିଛା ପ୍ରାୟ ୭ ରନ୍‌ ହାରରେ ୩୩୮ ରନ୍‌ ସ୍କୋର କରିବାକୁ ହେବ ।…

ଆଜି ବିଶ୍ୱକପ୍‌ ମ୍ୟାଚ୍‌ ବେଳେ ପଡ଼ିଆରେ ଅଚାନକ ତଳେ ଶୋଇ ପଡ଼ିଲେ ଦକ୍ଷିଣ ଆଫ୍ରିକା ଖେଳାଳି, କାହିଁକି ଜାଣନ୍ତୁ

ଲଣ୍ଡନ୍‌ : ଆଜି ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ବେଳେ ପଡ଼ିଆରେ ଏକ ଅଘଟଣ ଘଟିଛି । ଟସ୍‌ ହାରି ଶ୍ରୀଲଙ୍କା ବ୍ୟାଟିଂ କରୁଥିବା ବେଳେ ଅଚାନକ ମହୁମାଛି ଦଳ ପଡ଼ିଆ ଭିତରକୁ ପଶି ଆସିଥିଲେ । ୪୮ତମ ଓଭର ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା । ତେଣୁ ଫିଲଡିଂ କରୁଥିବା ଦକ୍ଷିଣ…