Below header
Browsing Tag

world cycle day

କେବେ ଓ କାହିଁକି ପାଳନ ହୁଏ ବିଶ୍ୱ ସାଇକେଲ ଦିବସ ?

(କେନ୍ୟୁଜ ବ୍ୟୁରୋ): ଛୋଟ ଥିବା ବେଳେ ପ୍ରତ୍ୟେକ ଶିଶୁ ସାଇକେଲ ଚଲାଇବା ପାଇଁ ଚାହିଁଥାନ୍ତି ଏବଂ ନିଜ ସାଇକେଲ ଥିଲେ ମନ ମୁତାବକ ଚଲାଇ ଥାନ୍ତି । ପ୍ରତ୍ୟେକ ମଣିଷ ନିକଟରେ ସାଇକେଲ ସହ ଜଡ଼ିତ କୌଣସି ନା କୌଣସି କାହାଣୀ ରହିଥାଏ । କିନ୍ତୁ ମାତ୍ର କିଛି ଲୋକ ହିଁ ବିଶ୍ୱ ସାଇକେଲ ଦିବସ ବିଷୟରେ…

ଆଜି “ବିଶ୍ୱ ସାଇକେଲ ଦିବସ”, ଦରିଦ୍ରଙ୍କ ଠାରୁ ଆରମ୍ଭ କରି ଧନୀଙ୍କ ଯାଏଁ ସମସ୍ତଙ୍କ ପସନ୍ଦ

ବଦିଳିଛି ସମୟ,ବଦଳିଛି ଲୋକମାନଙ୍କର ଗମନାଗମନର ସାଧନ । ପ୍ରଥମେ ପାଦରେ ଚାଲୁଥିବା ମଣିଷ ପରେ ଶଗଡ଼, ଘୋଡ଼ାଗାଡି, ଚାରିଚକିଆ ଯାନ, ରେଳ ଗାଡି ପରେ ଏବେ ବିମାନରେ ଯାତ୍ରା କରୁଛି । ହେଲେ ଏସବୁ ସାଧନ ମଧ୍ୟରେ ଅତି ଲୋକପ୍ରିୟ ହୋଇଛି ସାଇକେଲ । ପ୍ରତିଦିନ ନୂତନ ଜ୍ଞାନ କୌଶଳର ଉଦ୍ଭାବନ ଯୋଗୁଁ ଆମ…