Below header
Browsing Tag

yogi adityanath

ଫୈଜାବାଦ ଜିଲ୍ଲାର ନାଁ ହେଲା ଅଯୋଧ୍ୟା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା

ଉତ୍ତରପ୍ରଦେଶ : ଦୀପାବଳିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ବଦଳିଲା ଫୈଜାବାଦ ଜିଲ୍ଲାର ନାଁ । ନୂଆ ନାଁ ହୋଇଛି ଅଯୋଧ୍ୟା । ଏହାସହ ଅଯୋଧ୍ୟା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ମେଡିକାଲ କଲେଜ ଓ ବିମାନବନ୍ଦର । ଅଯୋଧ୍ୟାରେ ଦଶରଥଙ୍କ…

ଆଜିଠୁ ତୁମ ନାଁ . . . ଆଲ୍ଲାହାବାଦ ନାମ କଣ ପରିବର୍ତ୍ତନ କଲେ ଯୋଗୀ, Meme ସେନା ତ ତାଙ୍କ ପଛରେ ହିଁ ପଡିଯାଇଛି

ଆସନ୍ତା ବର୍ଷ କୁମ୍ଭମେଳା ପୂର୍ବରୁ ଖୁବ୍ ଶୀଘ୍ର ଆଲ୍ଲାହାବାଦ ଜିଲ୍ଲା ନାମ ପ୍ରୟାଗରାଜ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଦିତ୍ୟନାଥ କହିଛନ୍ତି, ଆଲ୍ଲାହାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରାଇବାକୁ ଆଖଡ଼ା ପରିଷଦ୍ ଓ ଅନ୍ୟମାନଙ୍କୁ ପ୍ରସ୍ତାବ ଦିଆଯାଇଛି। ଉତ୍ତର…