Below header
Browsing Tag

young odia girls rescued

ନବରଙ୍ଗପୁରରୁ ରାଜଧାନୀକୁ ଚାଲାଣ ହେଉଥିଲେ ୩୦ ଜଣ ଯୁବତୀ, ଚଢ଼ାଉ କରି ଉଦ୍ଧାର କଲା ପୋଲିସ

ନବରଙ୍ଗପୁର(କେ ନ୍ୟୁଜ):  ଯୁବତୀ ଚାଲାଣ ବେଳେ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରୁ ତିରିଶ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ଚାଲାଣ ଅଭିଯୋଗରେ ଜଣେ ଦଲାଲଙ୍କୁ ଅଟକ ରଖିଛି ପୋଲିସ । ତା ନାଁ ସୁବର୍ଣ୍ଣ ସୁନାନୀ ବୋଲି ଜଣାପଡ଼ିଛି । ରାଇଘର ଅଞ୍ଚଳରୁ ଏକ…

ଆନ୍ଧ୍ରରୁ ୧୭ ଓଡ଼ିଆ ଯୁବତୀ ଉଦ୍ଧାର, ଯୁବତୀ ଚାଲାଣ ସନ୍ଦେହ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆନ୍ଧ୍ର ପ୍ରଦେଶରୁ ଉଦ୍ଧାର ହେଲେ ୧୭ ଜଣ ଯୁବତୀ । କୋଣାର୍କ ଏକ୍ସପ୍ରେସରେ ମହାରାଷ୍ଟ୍ର ଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶ ପୋଲିସ୍‌ ଏମାନଙ୍କୁ ଉଦ୍ଧାର କରିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଯୁବତୀମାନଙ୍କ ଘର ବୋଲି ଜଣାପଡ଼ିଛି। ସେମାନଙ୍କୁ କାମ କରାଇବା…