ଆନ୍ଧ୍ରରୁ ୧୭ ଓଡ଼ିଆ ଯୁବତୀ ଉଦ୍ଧାର, ଯୁବତୀ ଚାଲାଣ ସନ୍ଦେହ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆନ୍ଧ୍ର ପ୍ରଦେଶରୁ ଉଦ୍ଧାର ହେଲେ ୧୭ ଜଣ ଯୁବତୀ । କୋଣାର୍କ ଏକ୍ସପ୍ରେସରେ ମହାରାଷ୍ଟ୍ର ଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶ ପୋଲିସ୍‌ ଏମାନଙ୍କୁ ଉଦ୍ଧାର କରିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଯୁବତୀମାନଙ୍କ ଘର ବୋଲି ଜଣାପଡ଼ିଛି। ସେମାନଙ୍କୁ କାମ କରାଇବା ବାହାନାରେ ନିଆଯାଉଥିଲା । ତେବେ ଏହା ପଛରେ ଯୁବତୀ ଚାଲାଣ ର‍୍ୟାକେଟ୍‌ର ହାତ ଥିବା ପୋଲିସ୍‌ ସନ୍ଦେହ କରୁଛି। ସେପଟେ ଯୁବତୀମାନଙ୍କୁ ମହିଳା କମିଶନଙ୍କ ପକ୍ଷରୁ କାଉନସେଲିଂ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.