Below header

ଅନୁଭବ ମହାନ୍ତିଙ୍କୁ ଧମକ, ୧୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ହ୍ୱାଟ୍ସଆପରେ ମେସେଜ୍

କଟକ : ଅନୁଭବଙ୍କୁ ହତ୍ୟା ଧମକ । କେହି ଜଣେ ଅଜଣା ବ୍ୟକ୍ତି ହ୍ୱାଟ୍ସଆପ ମେସେଜରେ ଧମକ ଦେଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ । ୧୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବେ ବୋଲି ଧମକ ଦେଇଥିବା ବାଲିଘାଟ ଥାନାରେ ଏତଲା ଦେଇଛନ୍ତି ଅନୁଭବ । ଅନୁଭବଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.