Below header
Browsing Tag

youngest ips

ସ୍କୁଲ ଫିସ ଭରିବା ପାଇଁ ମା’ ଅନ୍ୟ ଘରେ ବାସନ ମାଜୁଥିଲେ କିନ୍ତୁ ପୁଅ ଆଜି IPS ଅଫିସର

ଯଦି ମନରେ ଦୃଢ ଇଚ୍ଛା ଶକ୍ତି ଥାଏ ତେବେ ବୟସ ମଧ୍ୟ ତା' ସାମ୍ନାରେ ହାର ମାନିଯାଏ । କୌଣସି ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରନ୍ତି ଏହି ବ୍ୟକ୍ତି ମାନେ । ଏମିତି ହିଁ ଏକ ଅସମ୍ଭବ କାମ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ପାରିଛନ୍ତି । ଗୁଜୁରାଟ କନୋଦୟ ଗ୍ରାମର ବାସିନ୍ଦା ସଫିନ…

ଦେଶର ସର୍ବକନିଷ୍ଠା ମହିଳା ଆଇପିଏସ ସୁଶ୍ରୀ ଓଡ଼ିଶାରେ

ଦେଶର ସର୍ବ କନିଷ୍ଠ ପ୍ରାର୍ଥୀ ଭାବେ କେନ୍ଦ୍ରୀୟ ଲୋକସେବା ପରୀକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ପାସ କରିଥିଲେ ଏସ. ସୁଶ୍ରୀ । ସେ ଖୁବଶୀଘ୍ର ଓଡିଶା କ୍ୟାଡର ଆଇପିଏସ ଅଫିସର ହେବାକୁ ଯାଉଛନ୍ତି । ତାଙ୍କୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଡିସନଲ ଏସ୍ପି ଭାବେ ଦାୟିତ୍ୱ ମିଳିଛି । ୨୦୧୭…