ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ
ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ ତଣ୍ଟି କାଟି ଜୀବନ ହାରିଲା ପ୍ରେମିକ l ଗୁରୁତର ଅବସ୍ଥାରେ ପ୍ରେମିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଦୀର୍ଘ ସମୟ ଧରି ହସ୍ପିଟାଲ ବାରଣ୍ଡାରେ ମୃତ ଦେହ ରହିବା…