ଛୁରା ମାଡରେ ଯୁବକଙ୍କ ମୃତ୍ୟୁ
କେନ୍ୟୁଜ୍(ବ୍ୟୁରୋ) : ସମ୍ବଲପୁରରେ ସ୍ପଷ୍ଟ ଦିବା ଲୋକରେ ଘଟିଯାଇଛି ଏକ ହତ୍ୟା କାଣ୍ଡ । ଜଣେ ଦୁର୍ବୃତ୍ତର ଛୁରା ମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବରେଇପାଲି ଥାନା ରେମେଡ ଛକ ନିକଟରେ ଜଣେ ଦୋକାନୀ ଉପରେ ହୋଇଛି ଛୁରାମାଡ । ଦୋକାନୀଙ୍କ ନାମ ସନ୍ତୋଷ ବେହେରା । ଦୁର୍ବୃତ୍ତ…