Below header
Browsing Tag

Yuvika Chaudhary arrested

ଜାତିଆଣ ମନ୍ତବ୍ୟ ଦେଇ ଗିରଫ ହେଲେ ଅଭିନେତ୍ରୀ ୟୁବିକା ଚୌଧୁରୀ, ୩ ଘଣ୍ଟା ପଚରାଉଚରା ପରେ ମିଳିଲା ଜାମିନ

‘ବିଗ୍ ବସ୍’ ଫେମ୍ ଅଭିନେତ୍ରୀ ୟୁବିକା ଚୌଧୁରୀଙ୍କୁ ଗତକାଲି ହରିୟାଣା ପୋଲିସ ଗିରଫ କରିଥିଲା। ଅଭିନେତ୍ରୀଙ୍କ ଉପରେ ଏସସି/ଏସଟି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ୟୁବିକା ଏକ ଭିଡିଓରେ ଅନୁସୂଚିତ ଜାତି ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏନେଇ ହାଂସି ଥାନା ପୋଲିସ ତାଙ୍କୁ…