୧୫,୦୦୦ ଟଙ୍କାରୁ କମ୍ ଦାମ୍ରେ ଭଲ କ୍ୟାମେରା ଫୋନ୍ କିଣିବାକୁ ଚାହୁଁଛନ୍ତି କି! ଦେଖନ୍ତୁ ପୂରା ଲିଷ୍ଟ

ଭାରତରେ ଏବେ ୬୪ ମେଗାପିକ୍ସେଲ କ୍ୟାମେରାର ପ୍ରବଳ ଡିମାଣ୍ଡ ରହିଛି। ମାତ୍ର ଏହାର ଦାମ୍ ଅଧିକ ରହିଛି। ତେଣୁ ଅଧିକାଂଶ ଲୋକ ଏହି ଫୋନ୍ କିଣିବାକୁ ଚାହୁଁଥିଲେ ବି କିଣିପାରୁନାହାନ୍ତି। ତେବେ ଆଜି ଆମେ ଆପଣଙ୍କୁ କେତେକ ଏଭଳି ଫୋନ୍ ବିଷୟରେ କହିବୁ ଯାହାର ଦାମ୍ ୧୫,୦୦୦ ଟଙ୍କାରୁ ବି କମ୍ ରହିଛି। ଏଥିସହ ଏହି ସ୍ମାର୍ଟଫୋନ୍ରେ ବଢ଼ିଆ କ୍ୱାଲିଟିର କ୍ୟାମେରା ବି ରହିଛି। ଆସନ୍ତୁ ଦେଖିବା ପୂରା ଲିଷ୍ଟ…
ସାଓମି ରେଡମି ନୋଟ୍ ୯ ପ୍ରୋ ମ୍ୟାକ୍ସ:
ଦାମ୍-୧୭,୪୯୯ ଟଙ୍କା
୮ ଜିବି+୧୨୮ ଜିବି ଷ୍ଟୋରେଜ୍ର ଦାମ୍ ୧୯,୯୯୯ ଟଙ୍କା
୬ ଜିବି+ ୧୨୮ ଜିବି ଷ୍ଟୋରେଜ୍ର ଦାମ୍ ୧୮,୪୯୯ ଟଙ୍କା
୬ ଜିବି+୬୪ ଜିବି ଷ୍ଟୋରେଜ୍ର ଦାମ୍ ୧୬,୯୯୯ ଟଙ୍କା
ଡିସ୍ପ୍ଲେ-୬.୬୭ ଇଞ୍ଚ
କ୍ୟାମେରା- ୬୪, ୮, ୫, ୨ MP
ଫ୍ରଣ୍ଟ କ୍ୟାମେରା- ୩୨ MP
ବ୍ୟାଟେରୀ- ୫୦୨୦mAh
ରିୟଲମି ୭ ପ୍ରୋ:
ଦାମ୍- ୧୯,୯୯୯ ଟଙ୍କା
୮ ଜିବି+୧୨୮ ଜିବି ଷ୍ଟୋରେଜ୍ର ଦାମ୍ ୨୧,୯୯୯ ଟଙ୍କା
୬ ଜିବି+ ୧୨୮ ଜିବି ଷ୍ଟୋରେଜ୍ର ଦାମ୍ ୧୯,୯୯୯ ଟଙ୍କା
ଡିସ୍ପ୍ଲେ- ୬.୪ ଇଞ୍ଚ୍
କ୍ୟାମେରା- ୪୮, ୮, ୨ MP
ଫ୍ରଣ୍ଟ କ୍ୟାମେରା- ୩୨ MP
ବ୍ୟାଟେରୀ- ୪୫୦୦mAh
ସାମସଙ୍ଗ ଗ୍ୟାଲେକ୍ସି M31s:
ଦାମ୍- ୧୭,୪୯୯ ଟଙ୍କା
୬ ଜିବି ରାମ୍ର ଦାମ୍ ୧୯,୪୯୯ ଟଙ୍କା
୮ ଜିବି ରାମ୍ର ଦାମ୍ ୨୧, ୪୯୯ ଟଙ୍କା
ଡିସ୍ପ୍ଲେ- ୬.୫ ଇଞ୍ଚ୍
କ୍ୟାମେରା- ୬୪, ୧୨, ୫ MP
ଫ୍ରଣ୍ଟ କ୍ୟାମେରା- ୩୨ MP
ସାଓମି ପୋକେ ଏକ୍ସ୨:
ଦାମ୍- ୧୭,୪୯୯ ଟଙ୍କା
୮ ଜିବି+୨୫୬ ଜିବି ଷ୍ଟୋରେଜ୍ର ଦାମ୍ ୨୦,୯୯୯ ଟଙ୍କା
୬ ଜିବି+ ୬୪ ଜିବି ଷ୍ଟୋରେଜ୍ର ଦାମ୍ ୧୭,୪୯୯ ଟଙ୍କା
୬ ଜିବି + ୧୨୮ ଷ୍ଟୋରେଜ୍ର ଦାମ୍ ୧୭,୯୯୯ ଟଙ୍କା
ଡିସ୍ପ୍ଲେ- ୬.୬୭ ଇଞ୍ଚ୍
କ୍ୟାମେରା- ୬୪, ୮, ୨,୨ MP
ଫ୍ରଣ୍ଟ କ୍ୟାମେରା-୨୦+୨ MP
ବ୍ୟାଟେରୀ- ୪୫୦୦mAh