Below header

ଶସ୍ତାରେ ସ୍ମାର୍ଟଫୋନ କିଣି ମାଗଣାରେ ଆଣନ୍ତୁ ଦାମିକିଆ Ear Buds

ଏଠାରେ ଗ୍ରାହକଙ୍କୁ ଦୁର୍ଗା ପୂଜା ପାଇଁ ସ୍ପେଶାଲ ଅଫର ଦିଆଯାଉଛି । ମୋବାଇଲ କିଣିଲେ ଗ୍ରାହକଙ୍କୁ ଫ୍ରି ମିଳୁଛି ଇୟର ବଡ । ସେ ପୁଣି ବ୍ରାଣ୍ଡେଡ କମ୍ପାନୀର।

ଚାଲିଛି ପାର୍ବଣ ଋତୁ .. ଆଉ ଏହି ସମୟରେ ଲୋକମାନେ ଅପେକ୍ଷା କରି ରହିଥାନ୍ତି ଖାସ ଅଫର କୁ .. କେମିତି ଟିକେ ନିଜ ମନ ପସନ୍ଦ ଜନିଷ ରେ ବଡ ଛାଡ ମିଳିବ .. ଆଉ ଏହାରି ଭିତରେ ସେ ଜିନିଷକୁ କିଣିପାରିବେ ସେ ବି ନିଜ ବଜେଟରେ.. ତେବେ ଆଉ ଡେରି କାହିଁକି ଆମେ ଆପଣଙ୍କୁ ଆଜି କହିବୁ ଏଥର ପୂଜା ବଜାରରେ ଲାଗିଥିବା ବଢିଆ ଅଫର ସମ୍ପକରେ .. ଏଥର ଲୋକଙ୍କୁ ନିଜ ଆଡକୁ ଟାଣିବା ପାଇଁ ଅତି ଲୋଭନୀୟ ଅଫର ଦିଆଯାଉଛି.. ଯାହାକୁ ଜାଣିବା ପରେ ଅନେକ ଲୋକ ଏଠି ଭିଡ ଲଗାଇଛନ୍ତି .. ଆପଣ ଭାବୁଛନ୍ତି କି କେଉଁଠି ଲାଗିଛି ଏହି ଅଫର ..

ପୂଜା ବଜାରରେ ବିଭିନ୍ନ କମ୍ପାନୀ ମାନେ ନୂଆ ଜିନିଷ କିଣିବା ଉପରେ ଲୋଭନୀୟ ଅଫର ଦେଉଥିବା ବେଳେ କିଛି ପୁରୁଣା ଜିନିଷ କିଣିବା ପାଇଁ ମଧ୍ୟ ବିଭିନ୍ନ ଦୋକାନ ମାନଙ୍କରେ ଲାଗୁଛି ଭିଡ଼। କାରଣ ଏବେବି ପୁରୁଣା ଜିନିଷ ମାନଙ୍କର ଚାହିଦା ରହିଛି। ପୁରୁଣା ମୋବାଇଲ କିଣିବା ପାଇଁ ଏଠି ଲାଗୁଛି ଗ୍ରାହକଙ୍କର ପ୍ରବଳ ଭିଡ଼। ଆଉ ପୁରୁଣା ମୋବାଇଲ କିଣିଲେ ପୁଣି ମିଳୁଛି ବିଭିନ୍ନ ପ୍ରକାରର ଉପହାର। କଟକ ବଜ୍ରକବାଟି ରାସ୍ତାରେ ଥିବା ଚିକୋସ ପଏଣ୍ଟ ରେ ଏବେ ପୁରୁଣା ମୋବାଇଲ କିଣିବା ପାଇଁ ଲାଗୁଛି ଗ୍ରାହକ ଙ୍କ ପ୍ରବଳ ଭିଡ଼। ସମସ୍ତ ମହାଙ୍ଗା ଫୋନ କୁ ଶସ୍ତା ରେ କିଣିବା ପାଇଁ ଯୁବକ ଙ୍କ ଠାରୁ ବୟସ୍କ ଙ୍କ ପର୍ଯ୍ୟନ୍ତ ସମସ୍ତେ ଏଠି ଆସି ଭିଡ଼ କରିଛନ୍ତି ।

ଏବେ ଅନଲାଇନ ସପିଙ୍ଗ ଠାରୁ ଆରମ୍ଭ କରି ଅଫଲାଇନ ସପିଙ୍ଗରେ ମଧ୍ୟ ପ୍ରାୟ ସବୁ ଜିନିଷରେ ମିଳୁଛି ଜବରଦସ୍ତ ରିହାତି।ଏହାରି ଭିତରେ ପୂଜା ମାହୋଲରେ ବେଶ ଜମିଛି ଟେକ୍ନୋଲୋଜି ମାର୍କେଟ। ମୋବଇଲ ଓ ଲାପଟପ ଭଳି ବହୁ ଜିନଷ ଉପରେ ସବୁଠି ଛାଇଯାଇଛି ଅଫର ଉପରେ ଅଫର। ଏମିତିରେ କଟକର ଏହି ଚିକୋସ ପଏଣ୍ଟ ରେ ଗ୍ରାହକଙ୍କୁ ମିଳୁଛି ଵମ୍ପର ଅଫର । ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଉ ପାର୍ବଣ ଋତୁରେ ସଭିଁଙ୍କ ଭିତରେ ଖୁସି ବାଣ୍ଟିବା ପାଇଁ ଗ୍ରାହକଙ୍କ ପାଇଁ ଅଫରର ପସରା ମେଲାଇଛନ୍ତି ଚିକୋସ ପଏଣ୍ଟର ମାଲିକ ରଜତ ।

ଆଜିର ମହାଙ୍ଗା ଦୁନିଆରେ ସେ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି ସଭିଁଙ୍କ ପକେଟକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ମୋବଇଲ । ଭଳି କି ଭଳି ଫିଚର ଥିବା ବହୁ ସ୍ଟାଇଲସ ମୋବାଇଲ ରହିଛି ଚିକୋସ ପଏଣ୍ଟରେ । ତେବେ ଏଠାରେ ଗ୍ରାହକଙ୍କୁ ଦୁର୍ଗା ପୂଜା ପାଇଁ ସ୍ପେଶାଲ ଅଫର ଦିଆଯାଉଛି । ମୋବାଇଲ କିଣିଲେ ଗ୍ରାହକଙ୍କୁ ଫ୍ରି ମିଳୁଛି ଇୟର ବଡ । ସେ ପୁଣି ବ୍ରାଣ୍ଡେଡ କମ୍ପାନୀର। ଯାହାର ଦାମ ପାଞ୍ଚ ହଜାରରୁ ଆରମ୍ଭ କରି ଦଶ ହଜାର ପାଖ ପାଖି ହେବ .. ସେସବୁ ଏଠି ମାଗଣାରେ ଆପଣଙ୍କୁ ମିଳିଯିବ.. ମହାଙ୍ଗା ଯୁଗରେ ପୁଣି ବ୍ରାଣ୍ଡ କମ୍ପାନୀର ମୋବାଇଲ ,ସେ ପୁଣି ଶସ୍ତାରେ ,ସେକେଣ୍ଡ ହ୍ୟାଣ୍ଡ ହେଲେ ମଧ୍ୟ ଲୋକ ମାନେ ମୋବାଇଲ କିଣିବା ପାଇଁ ଏତେ ଶସ୍ତା ଓ ସୁବିଧାରେ ପାଉଥିବାରୁ ସାରା କଟକ ରେ ଏବେ ଚିକୋସ ପଏଣ୍ଟ କୁ ନେଇ ଚର୍ଚ୍ଚା ଚାଲିଛି ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.