ମାତ୍ର ୨୯୯ ଟଙ୍କାରେ ପାଇବେ ୫୬ ଜିବିର ଡାଟା ସହ ଅନଲିମିଟେଡ ଭଏସ କଲିଂ, ଆପଣାନ୍ତୁ ଏହି ପ୍ରିପେଡ ପ୍ଲାନ୍‌

ଯଦି ଆପଣ ଭଲ ପ୍ରିପେଡ ରିଚାର୍ଜ ପ୍ଲାନ ଖୋଜୁଛନ୍ତି, ତେବେ ବର୍ତ୍ତମାନ ଜିଓ ପାଖରେ ଏପରି ପ୍ଲାନ୍‌ ରହିଛି ଯାହା ଦ୍ୱାରା ଆପଣ ଏହି ପ୍ଲାନର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ରିଚାର୍ଜ ପ୍ଲାନ୍‌ କଣ ଏବଂ ଏଥିରେ କେଉଁ ଲାଭ ସାମିଲ ରହିଛି ।

ଜିଓ ସୁବବେଳେ ନିଜ ଗ୍ରାହକମାନଙ୍କ ପାଇଁ ଅନେକ ରିଚାର୍ଜ ପ୍ଲାନ୍‌ ଅଫର ଦେଇଥାଏ । କିନ୍ତୁ ଆପଣ ପ୍ରତ୍ୟେକ ଅଫରରେ ଲାଭ ପାଇବେ ଏହା ନିଶ୍ଚିତ ନୁହେଁ । ଯେଉଁ ପ୍ଲାନରେ ସମସ୍ତ ସୁବିଧା ମିଲିଥାଏ ସେଗୁୁଡ଼ିକର ମୂଲ୍ୟ ଅଧିକ ଥାଏ । ଯଦି ଆପଣ ଭଲ ପ୍ରିପେଡ ରିଚାର୍ଜ ପ୍ଲାନ ଖୋଜୁଛନ୍ତି, ତେବେ ବର୍ତ୍ତମାନ ଜିଓ ପାଖରେ ଏପରି ପ୍ଲାନ୍‌ ରହିଛି ଯାହା ଦ୍ୱାରା ଆପଣ ଏହି ପ୍ଲାନର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ରିଚାର୍ଜ ପ୍ଲାନ୍‌ କଣ ଏବଂ ଏଥିରେ କେଉଁ ଲାଭ ସାମିଲ ରହିଛି ।

ଜିଓର ଯେଉଁ ପ୍ରିପେଡ ପ୍ଲାନ୍‌ ବିଷୟରେ ଆମେ ଜଣାଉଛୁ ତାର ମୂଲ୍ୟ ହେଉଛି ୨୯୯ ଟଙ୍କା । କମ ଦାମରେ ଏହି ରିଚାର୍ଜ ପ୍ଲାନ୍‌ ଦମଦାର ରହିଛି । ଏହା ମଧ୍ୟ ସବୁଠାରୁ ଲୋକପ୍ରିୟ ପ୍ରିପେଡ୍ ରିଚାର୍ଜ ପ୍ଲାନ୍‌ ମଧ୍ୟରୁ ଗୋଟିଏ । ଏପରି ପରିସ୍ଥିତିରେ ଯଦି ଆପଣ ଏହାକୁ ବ୍ୟବହାର କରୁଛନ୍ତି ତେବେ ଆପଣ ଏହାର ଭଲ ଲାଭ ଉଠାଇ ପାରିବେ । ଯଦି ଆପଣ ଏହି ଲାଭ ବିଷୟରେ ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ଲାଭ ବିଷୟରେ ଜଣାଇବୁ ।

ରିଚାର୍ଜ ପ୍ଲାନରେ ମିଳୁଥିବା ଲାଭ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ବହୁତ ଦମଦାର ରହିଛି । ଏହି ରିଚାର୍ଜ ପ୍ଲାନରେ ୟୁଜରମାନଙ୍କୁ ୨୮ ଦିନର ଭେଲିଡିଟି ମିଳିଥାଏ । ଏହି ରିଚାର୍ଜ ପ୍ଲାନରେ ଯଦି ୨୮ଦିନ ପାଇଁ ପ୍ରତିଦିନ ୨ GB ଡାଟା ଯୋଡ଼ାଯାଏ ତେବେ ଏହା ୫୬ GB ହୋଇଯିବ । ରିଚାର୍ଜ ପ୍ଳାନରେ ଗ୍ରାହକମାନେ ପ୍ରତିଦିନ ୧୦୦ଟି SMS ସହିତ ଅନଲିମିଟେଡ ଭଏସ୍ କଲିଂ ପାଇପାରିବେ । ଏହି ରିଚାର୍ଜ ପ୍ଲାନ ଗ୍ରାହକମାନଙ୍କ ପାଇଁ ଖୁବ ଲାଭଦାୟକ ହେବ ।