ନୀଳଗିରି: ଯୁବତୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼, ଜମିଜମା ବିବାଦକୁ ନେଇ ପିଟିଲେ ଭଉଣୀ, ଭିଣୋଇ ଓ ପୁତୁରା

ନୀଳଗିରି ଥାନା ବଉଳଗଡ଼ିଆ ଅଞ୍ଚଳରେ ଯୁବତୀ ଙ୍କୁ ନଡ଼ିଆ ଗଛରେ ରଶିରେ ବାନ୍ଧି ପିଟିଲେ ନିଜ ଭଉଣୀ, ଭିଣୋଇ ଓ ପୁତୁରା । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଯୁବତୀଙ୍କୁ ଉଧାର କରି ୧୦୮ ଯୋଗେ ନୀଳଗିରି ମେଡିକାଲ ରେ ଭର୍ତି କରିଥିବାବେଳେ ଘଟଣାସ୍ଥଳରେ ରେ ଈଶ୍ୱରପୁର ଫାଣ୍ଡି ପୋଲିସ ପହଞ୍ଚି ପୁତୁରା କୁ ନୀଳଗିରି ଥାନାରେ ଅଟକ ରଖିଛି। ତେବେ ସମସ୍ତ ଘଟଣା ଘରଜ୍ବାଇଁ ଥିବା ଭିଣୋଇର ଜମିଜମାକୁ କେନ୍ଦ୍ରକରି ଘଟିଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.