ଭୁବନେଶ୍ବର (କେନ୍ୟୁଜ୍) : ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଆର. ବାଲକ୍ରିଷ୍ଣନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆର. ବାଲକ୍ରିଷ୍ଣନ । କହିଛନ୍ତି, ଆଗରୁ ସେ ସ୍ପେଶାଲ ଇନିସିଏଟିଭିର ଉପଦେଷ୍ଟା ଥିଲେ । ଏବେ ଯେଉଁ ଦାୟିତ୍ୱ ମିଳଛି ସେଥିରେ ଖୁସି । ମୁଖ୍ୟମନ୍ତ୍ରୀ ଯାହା ଉପଦେଶ ଦେବେ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଆର. ବାଲକ୍ରିଷ୍ଣନ ।