କଟକରେ ଭାରସାମ୍ଯ ହରାଇ କେନାଲକୁ ଖସିଲା ଆମ୍ବୁଲାନ୍ସ

କଟକ : ରୋଗୀକୁ ଆଣିବାକୁ ଯିବା ବେଳେ ଭାରସାମ୍ଯ ହରାଇଲା ଆମ୍ବୁଲାନ୍ସ । ମାହାଙ୍ଗା ବ୍ଲକ କୋଳି ଅଠା ଗ୍ରାମକୁ ରୋଗୀ ଆଣିବାକୁ ଯିବା ସମୟରେ କୁହୁଣ୍ଡା ଶାଖା କେନାଲକୁ ଭାରସାମ୍ୟ ହରାଇ ଖସିଲା ୧୦୮ ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଏବଂ ଆଟେଣ୍ଡାଣ୍ଟ।

Leave A Reply

Your email address will not be published.