ସୁରତକୁ କାମ କରିବାକୁ ଯାଇଥିବା ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ବ୍ରହ୍ମପୁର: ସୁରତକୁ କାମ କରିବାକୁ ଯାଇଥିବା ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତ ଯୁବକ ହେଲେ ବ୍ରହ୍ମପୁର ଚୁଡୁଙ୍ଗପୁର ଗାଁର ମିଟୁ ପାତ୍ର । ମିଟୁ ଗତ ୧୩ ତାରିଖରୁ ନିଖୋଜ ଥିବା ବେଳେ ୧୪ ତାରିଖରେ କ୍ଷତବିକ୍ଷତ ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା । ଅମ୍ରୋଲି ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଯୁବକଙ୍କ ମୃତ୍ୟୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.