ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ୧୯ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ୧୯ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ୧୯ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଅଭୟାରଣ୍ୟ। ଏକାସାଙ୍ଗରେ ୫୦୦ ପର୍ଯ୍ୟଟକ ଭିତରକନିକା ଭ୍ରମଣ କରିପାରିବେ।

କୋଭିଡ ନିୟମ ପାଳନ କରି ପର୍ଯ୍ୟଟକମାନେ ଭ୍ରମଣ କରିପାରିବେ। ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ଦାଶ ଏନେଇ ସୂଚନା ଦେଇଛନ୍ତି।

Leave A Reply

Your email address will not be published.