Below header

ଜୟପୁର: ଲଭ୍‌-ସେକ୍ସ-ବ୍ଲାକ୍‌ମେଲିଂ କରି ଫସିଲା ନାବାଳକ ପ୍ରେମିକ, ୭ ଜଣଙ୍କ ନାଁରେ ମାମଲା ରୁଜୁ

ଜୟପୁର: ଲଭ୍‌-ସେକ୍ସ-ବ୍ଲାକ୍‌ମେଲିଂ କରି ଫସିଲା ନାବାଳକ ପ୍ରେମିକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ଅଞ୍ଚଳରେ । ସହପାଠିନୀ ଯୁକ୍ତ ଦୁଇ ଛାତ୍ରୀଙ୍କୁ ପ୍ରଥମେ ପ୍ରେମ ପରେ ଶାରିରୀକ ସମ୍ପର୍କ ରଖି ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ଜୟପୁର ଟାଉନ ପୁଲିସ ତଦନ୍ତ ଆରମ୍ଭ କରି ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।

ମୁଖ୍ୟ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ଉପସ୍ଥାପନ କରିବା ପରେ ବ୍ରହ୍ମପୁରସ୍ଥିତ ଜୁଭେନାଇଲ ସୁଧାର ଗୃହକୁ ପଠାଇ ଦିଆଯାଇଛି । ନାବାଳିକା ଜୟପୁରର ହୋଇଥିବା ବେଳେ ଅଭିଯୁକ୍ତ ନାବାଳକ ଜଣକ କେନ୍ଦ୍ରାପଡାର ନିଜ ସମ୍ପର୍କିୟଙ୍କ ଘରେ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.