Browsing Tag

jaipur

Jaipur Murder Case: ଶୋଇଥିବା ବେଳେ ଜଘନ୍ୟ କାଣ୍ଡ, ସ୍ତ୍ରୀ ଓ ୩ ଝିଅଙ୍କୁ ହତ୍ୟା ଅଭିଯୋଗ

ରାଜସ୍ଥାନ: ଜୟପୁରରେ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀ ଓ ୩ ଝିଅଙ୍କୁ ହତ୍ୟା କଲା ସ୍ୱାମୀ । ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଅତ୍ୟନ୍ତ ସ୍ତବ୍ଧ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଘରେ ସମସ୍ତେ ଶୋଇଥିବା ସମୟରେ ନିଜ ସ୍ତ୍ରୀ ଏବଂ ତିନି ନାବାଳିକା ଝିଅଙ୍କୁ ବଡ଼ ସିମେଣ୍ଟ ବ୍ଲକରେ…

Jaipur Tragedy: ନିର୍ମାଣଧୀନ ଘର ପାଖରେ ମୃତ୍ୟୁର ଗାତ, ଖେଳିବାକୁ ଯାଇ ଫେରିଲେନି ଭାଇ-ଭଉଣୀ

ରାଜସ୍ଥାନ : ଗୁରୁବାର ଦିନ ରାଜସ୍ଥାନର ଜୟପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଯାହା ପୁରା ପରିବାରକୁ ମର୍ମାହତ କରିଦେଇଛି । ନିର୍ମାଣଧୀନ ଘରର ମୂଳଦୁଆ ପାଇଁ ଖେଳାଯାଇଥିବା ଗଭୀର ଗାତରେ ଜମି ରହିଥିବା ପାଣିରେ ପଡ଼ି ଜଣେ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାଟି ଜୟପୁରର…

Jaipur Bolero Accident : ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୫ ପଥଚାରୀଙ୍କୁ ଧକ୍କା ଦେଲା ବୋଲେରୋ, ୪ ମୃତ

ଜୟପୁର : ରାଜସ୍ଥାନର ଜୟପୁର ଗ୍ରାମୀଣ ଜିଲ୍ଲାରେ ଏକ ବୋଲେରୋ ଧକ୍କାରେ ୪ ମୃତ୍ୟୁ ହୋଇଛି । ଫାଗି ଥାନା ଅଞ୍ଚଳରେ ରାସ୍ତା କଡ଼ରେ ଚାଲି ଚାଲି ଘରକୁ ଫେରୁଥିବା ୫ ଜଣଙ୍କୁ ବୋଲେରୋ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପୋଲିସ…

CJP Protest in Kanwarpura school : ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ବାହାର କରିଦେଲେ…

ଜୟପୁର : ରାଜସ୍ଥାନର ଜୟପୁରରେ CJP କର୍ମୀଙ୍କୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ । CJP କର୍ମୀଙ୍କୁ ଠେଲାପେଲା କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଗ୍ରାମବାସୀ । ରାଜସ୍ଥାନ ଜୟପୁରର ରାମପୁରା କନୱରପୁରାଠାରେ ଥିବା ଏକ ସରକାରୀ ସ୍କୁଲ ପରିଦର୍ଶନ ସମୟରେ କୋକ୍ରୋଚ୍ ଜନତା ପାର୍ଟିର…

ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୩ ଶିଶୁ ମୃତ ଓ ବାପା,ମା ଗୁରୁତର

ରାଜସ୍ଥାନ : ରାଜସ୍ଥାନର ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନେକ ଗୁରୁତର ଆହତ ଥିବା ଜଣାପଡିଛି । ଗୋଟିଏ ଦ୍ରୁତଗାମୀ ଟ୍ରଲର ଅନେକଙ୍କୁ ଚାପି ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି…

କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା, ଗାମୁଛାକୁ ଭିଡ଼ି ମାରିଲେ ଯୁବକ

ଜୟପୁର : ରାଜସ୍ଥାନ ଜୟପୁରରେ ଏକ ପ୍ରତିବାଦ ସମୟରେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଜଣେ ଯୁବକ ଚାପୁଡ଼ା ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜୟପୁରରେ ଚାଲିଥିବା ପ୍ରତିବାଦ ସମୟରେ ଏହି ଘଟଣା ଘଟିଥିଲା । ଖବର ମୁତାବକ,…

ଜୟପୁର ବାଣ କାରଖାନା ଅଗ୍ନିକାଣ୍ଡ ମାମଲାରେ ବଡ଼ ଆକ୍ସନ, ୮ ପୋଲିସ କର୍ମୀ ନିଲମ୍ବିତ

ଜୟପୁର : ଜୟପୁର ଖୋ ନାଗୋରିୟାନ ଅଞ୍ଚଳରେ ବେଆଇନ ବାଣ କାରଖାନରେ ଭୟଙ୍କର ଅଗ୍ନିକାଣ୍ଡ ପରେ ପୋଲିସ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ପ୍ରାରମ୍ଭିକ ଯାଞ୍ଚରୁ ଦାୟିତ୍ବହୀନତା ଜଣାପଡିବା ପରେ ଥାନା ଅଧିକାରୀ ସମେତ ୮ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ପୋଲିସ କମିଶନର ସଚିତ…

ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୮ ମୃତ

ଜୟପୁର : ଜୟପୁରର ଖୋ-ନାଗୋରିଆନ୍ ଅଞ୍ଚଳରେ ଏକ ଘରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନେକ ଆହତ ହୋଇଛନ୍ତି । ଭଗ୍ନାବଶେଷ ତଳେ ଆହୁରି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା…

ଆଜି ଜୟପୁର ବନ୍ଦ, ସେବା ପେପର ମିଲ୍ ଚଳାଇବା ଦାବିରେ ବନ୍ଦ ଡାକରା

ଜୟପୁର: ଆଜି ଜୟପୁର ବନ୍ଦ। ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଜୟପୁର କାଗଜକଳ ପୁନରୁଦ୍ଧାର ପାଇଁ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସମର୍ଥନ କରିଛି ବିଭିନ୍ନ ସଙ୍ଗଠନ। ଦୀର୍ଘଦିନ ହେଲା ପେପର ମିଲ୍ ବନ୍ଦ ରହିଥିବା ବେଳେ ଏଥିରେ ପ୍ରାୟ ୧୦ ହଜାର ପରିବାର ପରୋକ୍ଷ ଓ…

ଜୟପୁରରେ ମର୍ମନ୍ତୁଦ ଦୁର୍ଘଟଣା, କେମିକାଲ ଟ୍ୟାଙ୍କର ଏବଂ ଟ୍ରକ ଧକ୍କା

ଜୟପୁର : ଜୟପୁର ଦିଲ୍ଲୀ ଆଜମେର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇଡ୍ରୋଜେନ ପରାକ୍ସାଇଡ ଭର୍ତ୍ତି ଥିବା ଏକ କେମିକାଲ ଟ୍ୟାଙ୍କର ସାମ୍ନାରେ ଟ୍ରକ ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ, ଗାଡିର ସାମ୍ନା ଭାଗ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଖବର ମୁତାବକ,…

ଜୟପୁରରେ ବଡ଼ ଧରଣର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମବାହିନୀ

ଜୟପୁର: ଜୟପୁରରେ ବଡ଼ ଧରଣର ଅଗ୍ନିକାଣ୍ଡ । ବିକ୍ରମଦେବ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ଏକ କବାଡ଼ିଖାନାରେ ଲାଗିଲା ନିଆଁ ।  ଅଳିଆ ଆବର୍ଜନା ପଡ଼ିଥିବାରୁ ହୁ ହୁ ହୋଇ ନିଆଁ ବ୍ୟାପିଯାଇଥିଲା ।  ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । …

ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଲା ନିଆଁ : ୨ ମୃତ, ଅନେକ ଆହତ

ଜୟପୁର : ମନୋହରପୁର  ଥାନା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ଶ୍ରମିକ ଭର୍ତ୍ତି ବସ୍ ହାଇଟେସନ୍ ଲାଇନ୍ ସଂସ୍ପର୍ଶରେ ଆସିବା ପରେ ବିଦ୍ୟୁତ୍ ଆଘାତ ଲାଗି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ଶ୍ରମିକ…