ଜୟପୁର: ଲଭ୍-ସେକ୍ସ-ବ୍ଲାକ୍ମେଲିଂ କରି ଫସିଲା ନାବାଳକ ପ୍ରେମିକ, ୭ ଜଣଙ୍କ ନାଁରେ ମାମଲା ରୁଜୁ
ଜୟପୁର: ଲଭ୍-ସେକ୍ସ-ବ୍ଲାକ୍ମେଲିଂ କରି ଫସିଲା ନାବାଳକ ପ୍ରେମିକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ଅଞ୍ଚଳରେ । ସହପାଠିନୀ ଯୁକ୍ତ ଦୁଇ ଛାତ୍ରୀଙ୍କୁ ପ୍ରଥମେ ପ୍ରେମ ପରେ ଶାରିରୀକ ସମ୍ପର୍କ ରଖି ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଜୟପୁର ଟାଉନ ପୁଲିସ ତଦନ୍ତ ଆରମ୍ଭ କରି ୭ ଜଣଙ୍କ…