ଢେଙ୍କାନାଳ: ୧୬ ଫୁଟର ବିଶାଳକାୟ ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ (କେନ୍ଯୁଜ୍): ୧୬ ଫୁଟର ଅହିରାଜ ସାପ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଭୁବନପୁରରୁ ଏହି ବିଶାଳକାୟ ଅହିରାଜ ଉଦ୍ଧାର ହୋଇଛି । ଗାଁର ଅଜୟ ବେହେରାଙ୍କ ଘରୁ ସାପଟିକୁ ଉଦ୍ଧାର କରିଛନ୍ତି ସାପ ଉଦ୍ଧାର କାରୀ ଦଳର ସଦସ୍ୟ ସୌମ୍ୟଜିତ ରଥ ଓ ତାଙ୍କ ଦୁଇ ସହଯୋଗୀ । ଉଦ୍ଧାର ପରେ ସାପଟିକୁ ମାଟିଆ ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡାଯାଇଛି ।

Leave A Reply

Your email address will not be published.