କେନ୍ୟୁଜ୍: ଆଜି ପ୍ରକାଶ ପାଇବ ICSE ଦଶମ ରେଜଲ୍ଟ । ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ। cisce. org ଓ results.cisce.org ଜରିଆରେ ଉପଲବ୍ଧ ହେବ ରେଜଲ୍ଟ । ଏହାସହ ଛାତ୍ରଛାତ୍ରୀମାନେ sms କରି ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ।
ଗତବର୍ଷ କୋଭିଡ୍ ଯୋଗୁ ICSE ଓ ISC ପରୀକ୍ଷା ହୋଇପାରିନଥିଲା। ଗତ ବର୍ଷ ପାସ୍ ହାର ୯୯. ୭୬ ପ୍ରତିଶତ ରହିଥିଲା।