ଆଜି ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ICSE ଦଶମ ରେଜଲ୍ଟ

କେନ୍ୟୁଜ୍: ଆଜି ପ୍ରକାଶ ପାଇବ ICSE ଦଶମ ରେଜଲ୍ଟ । ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ। cisce. org ଓ results.cisce.org ଜରିଆରେ ଉପଲବ୍ଧ ହେବ ରେଜଲ୍ଟ । ଏହାସହ ଛାତ୍ରଛାତ୍ରୀମାନେ sms କରି ରେଜଲ୍‌ଟ ଜାଣିପାରିବେ ପରୀକ୍ଷାର୍ଥୀ।

ଗତବର୍ଷ କୋଭିଡ୍‌ ଯୋଗୁ ICSE ଓ ISC ପରୀକ୍ଷା ହୋଇପାରିନଥିଲା। ଗତ ବର୍ଷ ପାସ୍‌ ହାର ୯୯. ୭୬ ପ୍ରତିଶତ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.