ଭୁବନେଶ୍ୱର(କେନ୍ୟୁଜ୍): ସୂର୍ଯ୍ୟୋପରାଗ ପାଇଁ ଆସନ୍ତା ଅକ୍ଟୋବର ୨୫ରେ ସରକାରୀ ଛୁଟି ଘୋଷଣା। ମଙ୍ଗଳବାର ଦିନ ସୂର୍ଯ୍ୟୋପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।
ତଦନୁଯାୟୀ ଅକ୍ଟୋବର ୨୫ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ।