କଟକ ସେକ୍ଟର ୯ ଅଞ୍ଚଳରେ ଅଭାବନୀୟ ଘଟଣା: ବିଉଟି ପାର୍ଲରରୁ ମିଳିଲା ମହିଳାଙ୍କ ମୃତଦେହ

କଟକ(କେନ୍ୟୁଜ୍): ବିଉଟି ପାର୍ଲରରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଖବରପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହିତ ପହଁଚିଛି ମର୍କତନଗର ଥାନା ପୋଲିସ୍। ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ, ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣା କଟକ ସେକ୍ଟର ୯ ଅଂଚଳର ଘଟିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.