ପ୍ରଚାର ପାଇଁ ୧୭ରେ ଓଡ଼ିଶା ଆସିବେ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ

ଭୁବନେଶ୍ବର(କେନ୍ୟୁଜ୍‌): ପ୍ରଚାର ପାଇଁ ଓଡ଼ିଶା ଆସିବେ ହେମା ମାଳିନୀ । ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ହେମା ମାଳିନୀ । ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ବର ଉତ୍ତର, କଟକର କିଶନ ନଗର ଓ ପିପିଲିରେ ପ୍ରଚାର କରିବେ । ନିର୍ବାଚନ ପାଇଁ ଏବେ…

୧୮ରୁ ପୁଣି ଅସ୍ତବ୍ୟସ୍ତ କରିବ ଗ୍ରୀଷ୍ମ ଲହରୀ, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ୧୬ରୁ ବଢିବ ତାତି । ୧୮ରୁ ପୁଣି ଅସ୍ତବ୍ୟସ୍ତ କରିବ ଗ୍ରୀଷ୍ମ ଲହରୀ । ରାଜ୍ୟରେ ଗ୍ରୀଷ୍ମଲହରୀ ନେଇ ୧୮ତାରିଖରୁ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ରାଜ୍ୟ ମଧ୍ୟକୁ ଉଭୟ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ଏବଂ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ…

ସୋରଡ଼ା ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅମିତ୍‌ ଶାହ

ସୋରଡ଼ା( କେନ୍ୟୁଜ୍‌): ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର। ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବ ବିଜେପି । ବିଜେପି ପାଇଁ ପ୍ରଚାର କରି ସୋରଡ଼ା ଠାରେ ବିଜୟ ସଂକଳ୍ପ ସମାବେଶରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନୀ ସଭାରେ ଆସ୍କା ସାଂସଦ…

କଣ୍ଟାବାଞ୍ଜି ବନ ବିଭାଗର ଚଢ଼ାଉ, ୪୦ କ୍ଵିଣ୍ଟାଲ ଖଇର କାଠ ଜବତ

କଣ୍ଟାବାଞ୍ଜି(କେନ୍ୟୁଜ୍‌): କଣ୍ଟାବାଞ୍ଜି ବନ ବିଭାଗର ଚଢ଼ାଉ ୪୦ କ୍ଵିଣ୍ଟାଲ ଖଇର କାଠ ଜବତ କରିଛି ବନ ବିଭାଗ । କଣ୍ଟାବାଞ୍ଜି ରେଞ୍ଜର ଙ୍କ ନିର୍ଦେଶ କ୍ରମେ ବନ ବିଭାଗର ଅଧିକାରୀମାନେ କୌଣସି ସୂତ୍ରରୁ ଖବର ପାଇ ଧୂମସୁ ଗାଁ ନିକଟରେ ଚଢ଼ାଉ କରିଥିଲେ ସେଠାରୁ ୪୦ କ୍ଵିଣ୍ଟାଲ ଖଇର କାଠ ଜବତ…

ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ପିପିଲି(କେନ୍ୟୁଜ୍‌): ପୁରୀ ଜିଲ୍ଲା ପିପିଲି ଥାନା କୁଳଶେଖପାଟଣା ପଞ୍ଚାୟତର ମା’ ଉତ୍ତରେଶ୍ଵରୀଙ୍କ ଦାନବାକ୍ସକୁ ଗତକାଲି ବିଳମ୍ୱିତ ରାତ୍ରରେ ଦୁର୍ବୃତ୍ତମାନେ ତାଡ଼ି ନେଇଛନ୍ତି । ସକାଳେ ପୂଜା କରିବା ପାଇଁ ପୂଜକ ବୃନ୍ଦାବନ ନାୟକ ଯାଇଥିବା ବେଳେ ମନ୍ଦିରର ହୁଣ୍ଡିଭାଙ୍ଗି ପଡ଼ିଥିବାର ଦେଖିବା…

୨୪ ଘଣ୍ଟାରୁ କେତେ ଘଣ୍ଟା ଠିଆ ହେବା ଜରୁରୀ, ଜାଣନ୍ତୁ ଷ୍ଟଡି ରିପୋର୍ଟର ରିସର୍ଚ୍ଚ କଣ କହୁଛି ?

କଣ ଆପଣ ଜାଣିଛନ୍ତି, ଦିନକୁ କେତେ ଘଣ୍ଟା ଠିଆ ହେବା ଉଚିତ୍‌ ? ପ୍ରତ୍ୟେକ ଦିନ କେତେ ସମୟ ବସିବା ଦରକାର ? ଏ ପ୍ରଶ୍ନର ଉତ୍ତର ଆପଣ ପାଖରେ ନାହିଁ । କିନ୍ତୁ ଏହି ପ୍ରଶ୍ନର ଉତ୍ତର ଖେ।ଜି ପାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଯାହା ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଆପଣ ଭାବୁଥିବେ ଯେ…

ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ! ଏହି ଉପାୟରେ ମଖାନା ଖାଇବା ଉଚିତ୍, ଚର୍ବି କମିବା ଆରମ୍ଭ କରିବ

ମାଖାନା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ କରେ । ପୁଷ୍ଟିକର ସମୃଦ୍ଧ ମାଖାନା ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ମାଖାନା ଫାଇବର, ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ । ଏହି କାରଣରୁ ମାଖାନାଙ୍କୁ ଏକ…

ପେଟ୍ରୋଲ୍‌ ଭରି ଟଙ୍କା ନଦେଇ ପଳେଇଲା ସ୍କର୍ପିଓ, ଗାଡ଼ିରେ ଝୁଲି ରହିଲେ ପେଟ୍ରୋଲ ପମ୍ପ କର୍ମଚାରୀ

ପେଟ୍ରୋଲ ପମ୍ପରେ ଲୁଟ୍‌ । ଏ ଲୁଟ୍‌ କାହାଠାରୁ ଟଙ୍କା ଛଡ଼ାଇ କରାଯାଇନି । ଏହି ଲୁଟ୍‌ ର ଶିକାର ହୋଇଛନ୍ତି ଖୋଦ୍‌ ପେଟ୍ରୋଲ ପମ୍ପର କର୍ମଚାରୀ । ସ୍କର୍ପିଓଟି 3 ହଜାର ଟଙ୍କା ମୂଲ୍ୟର ଡିଜେଲରେ ଭରିବା ପରେ ଟଙ୍କା ନ ଦେଇ ସ୍କର୍ପିଓ ସହିତ ଦୌଡ଼ି ପଳାଇବାକୁ ଆରମ୍ଭ କରିଥିଲେ । ସେମାନଙ୍କୁ…

ନବବଧୂକୁ ଜାଳି ଦେଲେ ଶଶୁର ଘର ଲେକେ, ଅଭିଯୋଗ ଆଣିଲେ ଝିଅ ପରିବାର ଲୋକ

ଲମତାପୁଟ: ବିବାହକୁ ମାତ୍ର ଦୁଇ ମାସ ହୋଇଛି । କାନ୍ଥରୁ ଲିଭିନି ବାହା ଚିତା । ଲେଖାଯାଇଛି ପ୍ରଭାସ ସହିତ ଶିବାନୀ । ହାତରେ ମେହେନ୍ଦୀ, ପାଦରେ ଅଳତା, ସିନ୍ଥିରେ ସିନ୍ଦୂର ପିନ୍ଧି ବେଦୀରେ ସାତ ଘେରା ନେଇ ସାତ ଜନ୍ମ ପାଇଁ ଜୀବନସାଥି ରୂପେ ପାଇ ନବବଧୂ ସାଜି ଆସିଥିଲେ ଶାଶୂଘର । କେତେ…

ମା’ର ଶେଷ ଇଚ୍ଛା ପୂରଣ କଲା ପୁଅ, ଷ୍ଟ୍ରେଚରରେ ନେଇ ଦେଲେ ଭୋଟ୍‌

ମାଙ୍କ ର ଶେଷ ଇଚ୍ଛା ଥିଲା ଭୋଟ ଦେଇ ନିଜ ଅଧିକାର ସାବ୍ୟସ୍ତ କରିବା । ହେଲେ ମା ଥିଲେ କ୍ୟାନସର ପୀଡ଼ିତା । ଭୋଟ ଦେବାକୁ କେମିତି ବା ଯାଇପାରିବେ । ହେଲେ ମାଙ୍କ ର ଏହି ଇଚ୍ଛାକୁ ସମ୍ମାନ ଜଣାଇଥିଲା ପୁଅ । ଶେଷରେ ପୁଅ ମା’ଙ୍କ ପାଇଁ ଏପରି କିଛି କରିଥିଲା ଯେ ଯାହାକୁ ଯେ କେହି  ବି ଦେଖିବେ…

ଶତପ୍ରତିଶତ ସଫଳତା ହାସଲ କଲେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ସମସ୍ତ ଛାତ୍ରଛାତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ସିବିଏସ୍‍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସ୍କୁଲ୍‍ର ୪୫ ପ୍ରତିଶତ…

ବନ୍ଧା ହେବେ କି ଅନୁଭବ ? କୋର୍ଟ ଜାରି କଲେ ଜାମୀନ ବିହିନ ପରଓ୍ଵାନା

ପୁଣି ଅଡ଼ୁଆରେ ଛନ୍ଦିହେଲେ ଅନୁଭବ । ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମ୍‌ଏଫ୍‌ସି କୋର୍ଟ । ବର୍ଷାଙ୍କୁ ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ NBW ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର JMFC କୋର୍ଟ । କୋର୍ଟରେ ହାଜର ନ…