Below header

ଟ୍ରେନ୍‌ ର ଇଞ୍ଜିନରେ କାହିଁକି ନଥାଏ ଟଏଲେଟ୍‌ ? ଜାଣନ୍ତୁ କେଉଁ କାରଣ ପାଇଁ ଟ୍ରେନ୍‌ ଇଞ୍ଜିନରେ ନଥାଏ ଏହି ସୁବିଧା

ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ଅଧିକା ପସନ୍ଦ କରିଥାଆନ୍ତି । କାରଣ ଟ୍ରେନ୍‌ ଯାତ୍ରା ସମସ୍ତଙ୍କ ପକେଟ୍‌ କୁ ସୁହାଇଥାଏ । କମ୍‌ ବଜେଟ୍‌ ରେ ସୁରୁଖୁରୁରେ ନିଜ ଗନ୍ତବ୍ୟସ୍ତଳରେ ପହଞ୍ଚିବା ପାଇଁ ଟ୍ରେନ୍‌ ହେଉଛି ଏକ ଉତ୍ତମ ମାଧ୍ୟମ । କମ୍‌ ଖର୍ଚ୍ଚରେ ଏହି ରେଳ ଯାତ୍ରା…

ପୋଲିସ ଉପରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ, ଜୀବନରୁ ମାରିଦେବାକୁ ଦେଲେ ଧମକ

ବାଲିଗୁଡ଼ା(କେନ୍ୟୁଜ୍‌): ଗଞ୍ଜେଇ ଜବତ କରିବାକୁ ଯାଇଥିବା ସମୟରେ ବାଲିଗୁଡା ପୋଲିସ ଉପରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ ଓ ଧମକ l ବାଲିଗୁଡା ଥାନା ମିଡ଼ିଆକିଆ ପଂଚାୟତର ବୋରିକିଆ ଗାଁ ଜଙ୍ଗଲରେ ଗଞ୍ଜେଇ ଚୋରା ଚାଲାଣ ନେଇ ବାଲିଗୁଡା ପୋଲିସକୁ ସୂଚନା ମିଳିଥିଲା l ବିପୁଳ ପରିମାଣର ଗଂଜେଇ ଚାଲାଣ…

ମା’କୁ ଡାକିବାକୁ ଯାଇ ନଦୀରେ ବୁଡି ଯୁବକ ନିଖୋଜ

ଲମତାପୁଟ(କେନ୍ୟୁଜ୍‌): ନଦୀରେ ବୁଡ଼ି ଯୁବକ ନିଖୋଜ । ମାକୁ ଡାକିବାକୁ ଯାଇଥିଲେ ଯୁବକ ଜଣକ ହେଲେ ମାକୁ ଡାକିବା ପାଇଁ ଯିବା କାଳ ହେଲା । ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ ଯୁବକ ଜଣକ । ଖବର ଜଣା ପଡିବା ପରେ ଗ୍ରାମବାସୀ ଏବଂ ଅଗ୍ନିଶମ ଖୋଜା ଖୋଜି ଜାରି ରଖିଛନ୍ତି । ଏଭଳି ଅଭାବନୀୟ ଘଟଣା…

ଦୁନିଆର ସବୁଠୁ ଦୁର୍ବଳ ସିଂହ; ଶରୀରରେ ଦିଶୁଛି ଖାଲି ହାଡ଼, ପର୍ଯ୍ୟଟକ ଦେଖି ହେଲେ ଆଶ୍ଚର୍ଯ୍ୟ

ଅନେକ ଥର ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହା ଆମକୁ ଆଶ୍ଚର୍ଯ୍ୟ କରେ ।ଜଏହିପରି ଗୋଟିଏ ଭିଡିଓ ଆଜିକାଲି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆପଣ ନିଶ୍ଚିତ ଭାବରେ ମାଂସପେଶୀ ଶରୀର ସହିତ ସିଂହ ଦେଖିଥିବେ । ସେମାନେ ବହୁତ…

ବାଜିରେ ଲାଗିଛି ବିରଳ ପ୍ରାଣୀଙ୍କ ଜୀବନ, ବିପଦରେ ବାଦୁଡ଼ି ବଂଶ

ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟରୁ ବାଦ ପଡୁ ନାହାଁନ୍ତି ବନ୍ୟପ୍ରାଣୀ । ଏବେ ବାଜିରେ ଲାଗିଛି ବିରଳ ପ୍ରାଣୀଙ୍କ ଜୀବନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କବାଟବନ୍ଧ ଠାରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି ଶହ ଶହ ସଂଖ୍ୟାରେ ବାଦୁଡ଼ି। ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିପଦରେ…

ରଜ କୁଇନ୍‌ ଅଡିସନ୍‌ ବଦଳରେ ମଶାଣିକୁ ଗଲେ ବିଷ୍ଣୁପ୍ରିୟା

ମା’ ମୋ ପାଇଁ ଡ୍ରେସ୍‌ଟା ସିଲେଇ କରି ରଖିଥା । ମୁଁ ରଜ କୁଇନ୍‌ ଅଡିସନ୍‌ରେ ଯିବି । ଏକଥା କହିଥିଲା ଝିଅ ବିଷ୍ଣୁପ୍ରିୟା । ହେଲେ ଏବେ ସେହି ଝିଅ ପାଇଁ କାନ୍ଦି କାନ୍ଦି ଗଡ଼ି ଯାଉଛି ମା । ଆଉ କିଛି ସମୟ ପରେ ମୋ ଧନ ମାଟିରେ ମିଶିଯିବ l ଆଉ ଦେଖି ପାରିବିନି ମୋ ସୁନାଧନକୁ l କୁଆଡେ ଗଲୁ ମୋ…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ହୁତୁ ହୁତୁ ହୋଇ ଜଳିଲା ଘର

ଘର ଛାତ ଫାଟି ଆଁ କରିଛି । ହୁତୁ ହୁତୁ ହୋଇ ଜଳୁଛି ଘର । ଏହି ଦୃଶ୍ୟ ଦେଖିଲାରୁ ଛାତି ଥରି ଉଠୁଛି । ଲୋମ ଟାଙ୍କୁରି ଉଠୁଛି । ଆମେ ଏହି ଦୃଶ୍ୟକୁ ଶବ୍ଦରେ ମଧ୍ୟ ବର୍ଣ୍ଣନା କରିପାରୁ ନୁ । କିଭଳି ଏହି ନିଆଁ ର ଆଁରେ ଜଳିଯାଇଛି ସମ୍ପୂର୍ଣ୍ଣ ଘର । ଏହି ନିଆଁକୁ ଦେଖିଲେ ଯେ କେହି ବି ଡରି ଯିବେ…

ଦିଲ୍ଲୀ ମେଟ୍ରାରେ ପିଟାପିଟି ହେଲେ ପ୍ରେମୀଯୁଗଳ

ସବୁବେଳେ ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଦିଲ୍ଲୀ ମେଟ୍ରୋରେ କେତେ ବେଳେ ନାଚୁଥିବାର ଭିଡିଓ ଭାଇରାଲ ହେଉଛି ତ କେତେବେଳେ ଲୋକମାନେ ସିଟ୍‌ ପାଇଁ ଝଗଡ଼ା କରୁଥାଆନ୍ତି ଆଉ କେତେବେଳେ ଅଶାଳୀନ ବ୍ୟବହାର ପାଇଁ ଝଗଡ଼ା ଲାଗିଥାଆନ୍ତି । ଲୋକେ…

ଶବଦାହ କରିବାକୁ ଯାଇଥିଲେ କିନ୍ତୁ ସେହି ମାଟି ତଳେ ସମସ୍ତେ ପୋତି ହୋଇଗଲେ

ମୃତ୍ୟୁ ପରେ ମଧ୍ୟ ଲୋକମାନଙ୍କୁ ସେମାନଙ୍କର ରୀତିନୀତି ଅନୁଯାୟୀ ପଠାଯାଏ । ହିନ୍ଦୁ ଧର୍ମରେ ସେମାନେ ଶବକୁ ପୋଡି ଦେବାର ପରମ୍ପରାକୁ ଅନୁସରଣ କରନ୍ତି, ଯେତେବେଳେ କି ମୁସଲମାନ ମାନଙ୍କଠାରେ ଏହି ପରମ୍ପରା ଶବକୁ କବର ଦିଆଯାଏ । ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ମୃତ ଶରୀରକୁ କବର ଦେବାର ପ୍ରଥା…

କେ. ଜେ. ଏସ୍. ଆହ୍ଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଶ୍ରମିକ ଆହତ

କେନ୍ଦୁଝର(କେନ୍ୟୁଜ୍‌) : କେ. ଜେ. ଏସ୍. ଆହ୍ଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ ।ଆଜି ଅପରାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ନେସରୁ ତରଳ ଲୁହା ଛିଟିକିଥିଲା । ସେଠାରେ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ଉପରେ ଏହି ତରଳ…

ଡରାଇ ପାରୁନି ତାତି, ୩୫ ବର୍ଷ ହେଲା କଦଳୀ ପତ୍ର ବଞ୍ଚାଇଛି ପରିବାର

ଖରା ତାତିରେ ଜଳୁଛି ରାଜଧାନୀ, ସମସ୍ତେ ତ୍ରାହି ତ୍ରାହି ଡାକିଲେଣି ତତଲା ଖରାରୁ ନିସ୍ତାର ପାଇବା ପାଇଁ କିଏ କେମିତି ବିନ୍ଦୁ ସାଗର ଜଳର ସାହାରା ନେଉଛନ୍ତି l ଆଉ ଏହି ଡହ ଡହ ଖରାରେ ବିନ୍ଦୁ ସାଗର କୂଳରେ ଏକ ବିକଳ ଛବି ଆମର ଅନ୍ତର ଆତ୍ମାକୁ ବ୍ୟଥିତ କଲା l ବିନ୍ଦୁ ସାଗରକୁ ଲାଗି ଛୋଟିଆ ଶିବ…

ଗାଧୋଇବା ବେଳେ ନଦୀରେ ବୁଡି ଛାତ୍ର ମୃତ

ସାଲେପୁର(କେନ୍ୟୁଜ୍‌) : ନଦୀରେ ଗାଧୋଇବା ହେଲା କାଳ l ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ସାଲେପୁର କଲେଜର ଦୁଇ ଛାତ୍ର ମୃତ l ମୃତ ଛାତ୍ର ଜଣଙ୍କ ହେଲେ ସାଲେପୁର ବ୍ଲକ ମୁର୍କୁଣ୍ଡି ଗ୍ରାମର ଅମୁଲ୍ୟ ବେହେରାଙ୍କ ପୁଅ ପ୍ରୀତି ରଞ୍ଜନ ବେହେରା । ତାଙ୍କ ବୟସ ୧୭ ବର୍ଷ l ପ୍ରୀତି ରଞ୍ଜନ…