ଗରମ ଦିନେ ପାଖରେ ରଖନ୍ତୁ କଟା ଲେମ୍ବୁ, ପାଇବେ ଏହି ସବୁ ସମସ୍ୟାରୁ ମୁକ୍ତି

ଲେମ୍ବୁ ଏକ ଏମିତି ଫଳ ଯାହା ମଣିଷ ପାଇଁ ଏକ ଔଷଧୀୟ ବରଦାନ ଭାବେ ପ୍ରକୃତି ଦେଇଛି । ଲେମ୍ବୁର ଉପକାରିତା ଆପଣ ମାନେ ବହୁତ ମାତ୍ରରେ ଜାଣିଥିବେ ।ହେଲେ କଟା ଲେମ୍ବୁ ଖଣ୍ଡେ ଯଦି ଆପଣଙ୍କ ପାଖରେ ଥାଏ ତେବେ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଏହି କଟା ଲେମ୍ବୁର…

ଦୁଃଖ ଜଣାଇବା ପାଇଁ ଅର୍ଥମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଜେଟ କର୍ମଚାରୀ , ଏମିତି କଲେ ଅନୁରୋଧ

ଗୋଟିଏ ମାସର ଦରମା ଦେବା ପାଇଁ ଜେଟ ଏୟାରୱେଜର କମର୍ଚାରୀ ମାନେ ଶନିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ କର୍ମଚାରୀମାନେ ସରକାରଙ୍କ ତରଫରୁ କୁହାଯାଇଥିବା ଏୟାର ଲାଇନ ପ୍ରକ୍ରିୟା ତୁରନ୍ତ ପୁରା କରିବା ସହ ସେମାନଙ୍କୁ ପାଖାପାଖି ଗୋଟିଏ ମାସର…

ମୁସଲିମ ଝିଅର ବାହାଘର କାର୍ଡରେ ସ୍ଥାନ ପାଇଲେ ରାମ ସୀତା, ଲୋକ କହିଲେ ଏମିତି କଥା

ଅନେକ ଜାଗାରେ ଜାତିବାଦକୁ ନେଇ ଉଠୁଥିବା ବିବାଦକୁ ଆପଣ ମାନେ ଅଳ୍ପ ବହୁତେ ଜାଣିଥିବେ ।ବିଶେଷ କରି ରାଜନୈତିକ କ୍ଷେତ୍ରରେ ଏହି ଧର୍ମୀୟ ଭେଦକୁ ବହୁଳ ଭାବରେ ବ୍ୟବହାର ହେଉଥିବାର ଆପଣ ମାନେ ଦେଖୁଥିବେ । ହେଲେ ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ଘଟିଛି ଯାହା ସବୁ ରାଜନୈତିକ ଲୋକ ମାନଙ୍କ ଏକ…

ବୈଜ୍ଞାନିକଙ୍କ ବିରଳ ଆବିଷ୍କାର, ମୃତ୍ୟୁ ପରେବି ଜୀବିତ କରାଯାଇ ପାରିବ ବ୍ରେନ, ଜାଣନ୍ତୁ କେମିତି ?

ମୃତ୍ୟୁ ହୋଇଥିବା ଲୋକର ବ୍ରେନକୁ ବି ପୁନର୍ବାର ଜୀବିତ କରାଯାଇପାରିବ । ଆମେରିକାର ୟେଲ ୟୁନିଭରସିଟିର ଗବେଷକମାନେ ଏହାକୁ ପ୍ରମାଣିତ କରିଛନ୍ତି । ଚାରିଘଣ୍ଟା ପୂର୍ବରୁ ମୃତ୍ୟୁ ବରଣ କରିଥିବା ଗୋଟିଏ ଘୁଷୁରୀର ମସ୍ତିଷ୍କକୁ ଏକ ବିଶେଷ ରସାୟନର ସାହଯ୍ୟରେ ଜୀବିତ କରିବାରେ ସଫଳ ହୋଇଛନ୍ତି ।…

ଶୋକ ସଭାରେ କାନ୍ଦୁଥିବା ମହିଳାଙ୍କୁ ଶାନ୍ତ୍ବନା ଦେଲା ମାଙ୍କଡ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ

ଦିନକୁ ଦିନ ପଶୁ ମାନଙ୍କ ପ୍ରକୃତି ଦେଖିଲେ ଏପରି ଲାଗୁଛି ସେମାନେ ଯେମିତି ମଣିଷ ସହ ସମକକ୍ଷ । ଏହାର ଉଦାହାରଣ ଦେଖିବାକୁ ମିଳିଛି ବାଙ୍ଗାଲୁରୁର ଏକ ଛୋଟ ସହରରେ । ଯେଉଁଠି ଏକ ମାଙ୍କଡ ଜଣେ କାନ୍ଦୁଥିବା ମହିଳାଙ୍କୁ ଆଶ୍ବାସନା ଦେଉଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛି । ଆଉ ଏହି ଭିଡିଓଟି…

ଡିଫେକ୍ଟ ଥିବା ଫୋନ ବଦଳରେ ଗୁଗୁଲ ଦେଲା ୧୦ଟି ପିକ୍ସଲ ଫୋନ, ଜାଣନ୍ତୁ କହିଁକି

ଅନେକ ସମୟରେ ଅନଲାଇନରେ ସପିଂ କରିବା ବେଳେ କିଛି ପ୍ରଡକ୍ଟ ଡ୍ୟାମେଜ ହୋଇଥିଲେ ତାକୁ ରିଟର୍ଣ୍ଣ କରିବା ପାଇଁ ଅନେକ ସମସ୍ୟା ଦେଖାଯାଇଥାଏ । କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।ଜଣେ ବ୍ୟକ୍ତି କିଣିଥିବା ଏକ ଗୁଗୁଲ ପିକ୍ସଲ ୩ ସ୍ମାର୍ଟଫୋନ ଡିଫେକ୍ଟ…

ଦମଦାର ପ୍ଲାନ ଲଞ୍ଚ କଲା ଭୋଡାଫୋନ, ୯୯୯ ରିଚାର୍ଜରେ ଦେଲା ଏମିତି ଅଫର

ଭୋଡାଫୋନ ତାର କିଛି ନିର୍ଦ୍ଧିଷ୍ଟ ଗ୍ରାହାକଙ୍କ ପାଇଁ ଭାରତରେ ଲଞ୍ଚ କରିଛି ଏକ ନୂ୍ଆ ଲଙ୍ଗଟର୍ମ ରିଚାର୍ଜ ପ୍ଲାନ । ଯେଉଁଥିରେ ଗ୍ରାହାକଙ୍କୁ ୯୯୯ ରିଚାର୍ଜରେ ୩୬୫ ଦିନ ପାଇଁ ମାଗଣା ଭଏସ କଲିଂ(ହୋମ,ରୋମିଂ),ଦୈନିକ ୧୦୦ ଏସଏମଏସ ଓ ଦୈନିକ ଏକ ଜିବି ଡାଟାର ସୁବିଧା ମିଳି ପାରିବ। ଏହା ବ୍ୟତିତ…

ଜାଣନ୍ତୁ ଏହି ୮ଟି ବରଦାନ ବିଷୟରେ ଯାହା ହନୁମାନଙ୍କୁ ଅମର ଓ ଶକ୍ତିଶାଳୀ କରିଥିଲା

ବାଲ୍ମିକୀ ରାମାୟଣ ଅନୁସାରେ, ପିଲାଦିନେ ଯେତେବେଳେ ହନୁମାନ ସୂର୍ଯ୍ୟଦେବଙ୍କୁ ଫଳ ଭାବି ଖାଇବାକୁ ଦୌଡ଼ିଥିଲେ ସେତେବେଳେ ଦେବରାଜ ଇନ୍ଦ୍ର ତାଙ୍କୁ ବଜ୍ର ପ୍ରହାର କରି ବେହୋସ କରି ଦେଇଥିଲେ । ଏହା ଦେଖି ପବନ ଦେବ କ୍ରୋଧାନ୍ବିତ ହୋଇ ସଂସାରରେ ବାୟୁ ଚଳାଚଳ ବନ୍ଦ କରିଦେଇଥିଲେ । ବିଶ୍ୱ…

ବୋଲ ମାନୁନି ଯୋଗୀଙ୍କ ତୁଣ୍ଡ ! ୭୨ଘଣ୍ଟା ବ୍ୟାନ ପରେ ବି ଦେଲେ ପୁଣି ଏମିତି ବିବାଦୀୟ ବୟାନ

ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲାରେ ନିର୍ବାଚନ କମିଶନଙ୍କ ତରଫରୁ ଯୋଗୀ ଆଦିତ୍ୟ ନାଥଙ୍କୁ ୭୨ ଘଣ୍ଟା ବ୍ୟାନ ହେବା ପରେ ଆଜି ପୁଣି ଏକ ବିବିଦୀୟ ବୟାନ ଦେଇ ଚର୍ଚ୍ଚାର ଘେରକୁ ଚାଲିଆସିଛନ୍ତି । ଉତ୍ତର ପ୍ରଦେଶର ସମ୍ଭଲରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ଯୋଗୀ କହିଥିଲେ ‘ବାବର ର ଛୁଆ ହାତରେ…

ପ୍ୟାଜିଓ ଆଣିଲା ସବୁଠାରୁ କମ ଦାମର ସ୍ପୋର୍ଟସ ସ୍କୁଟର, ଜାଣନ୍ତୁ କଣ ରହିଛି ଫିଚର୍ସ

ପ୍ୟାଜିଓ କମ୍ପାନୀ ଭାରତୀୟ ବଜାରରେ ଲାଟେଷ୍ଟ ଓ ସବୁଠାରୂ ଶସ୍ତା ସ୍କୁଟର ଏପ୍ରିଲିଆ ୧୨୫ କୁ ଲଞ୍ଚ କରିବାର ପ୍ରୟାସ ଜାରି ରଖିଛି । ଏପ୍ରିଲିଆ ଷ୍ଟ୍ରୋମ ୧୨୫ ନାମରେ ଆସିବାକୁ ଥିବା ଏହି ସ୍କୁଟରର ଏକ୍ସ ଶୋରୁମ ମୁଲ୍ୟ ୬୫,୦୦୦ ଟଙ୍କା ରଖାଯାଇଛି। ଷ୍ଟ୍ରେମ ୧୨୫କୁ ୨୦୧୮ର ଅଟୋ ଏକ୍ସପୋରେ…

ସ୍ମାର୍ଟ ଫୋନ କରିପାରେ ଆପଣଙ୍କୁ ଅନ୍ଧ ! ନିସ୍ତାର ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ସ୍ମାର୍ଟ ଫୋନ୍‌ ଆମ ଜୀବନର ଏକ ଅଂଶ ବିଶେଷ ହୋଇ ଗଲାଣି । କାରଣ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଏହି ଜିନିଷଟି ଆମ ପାଖେ ପାଖେି ଥାଏ । ବାରମ୍ବାର ଫୋନକୁ ଦେଖିବା ଆମର ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଏମତିରେ ସ୍ମାର୍ଟ ଫୋନ୍‌ ଓ ଅନ୍ୟ ଡିଭାଇସର…

ସାବଧାନ ପ୍ଲାଷ୍ଟିକ ବ୍ୟାଗରେ ଫଳ ରଖୁଛନ୍ତି କି ତେବେ ପଡି ପାରନ୍ତି ଏହି ରୋଗରେ !

କଣ ଆପଣ ପରିବା କିମ୍ବା ଫଳ ପ୍ଲାଷ୍ଟିକ ବା ପଲିଥିନ୍‌ ବ୍ୟାଗରେ ଆଣି ସିଧା ଫ୍ରିଜ୍‌ ଭିତରେ ରଖି ଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତି କାରକ ହୋଇପାରେ । କାହିଁକିନା ପ୍ଲାଷ୍ଟିକ ବ୍ୟାଗରେ ଥିବା ପରିବା ପାଖରେ ଖୋଲା ପବନ ପହଞ୍ଚି ନଥାଏ ତେଣୁ ଏହା ଜଲଦି ଖରାପ…