Below header

କେ. ଜେ. ଏସ୍. ଆହ୍ଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଶ୍ରମିକ ଆହତ

କେନ୍ଦୁଝର(କେନ୍ୟୁଜ୍‌) : କେ. ଜେ. ଏସ୍. ଆହ୍ଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ ।ଆଜି ଅପରାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ନେସରୁ ତରଳ ଲୁହା ଛିଟିକିଥିଲା । ସେଠାରେ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ଉପରେ ଏହି ତରଳ…

ଡରାଇ ପାରୁନି ତାତି, ୩୫ ବର୍ଷ ହେଲା କଦଳୀ ପତ୍ର ବଞ୍ଚାଇଛି ପରିବାର

ଖରା ତାତିରେ ଜଳୁଛି ରାଜଧାନୀ, ସମସ୍ତେ ତ୍ରାହି ତ୍ରାହି ଡାକିଲେଣି ତତଲା ଖରାରୁ ନିସ୍ତାର ପାଇବା ପାଇଁ କିଏ କେମିତି ବିନ୍ଦୁ ସାଗର ଜଳର ସାହାରା ନେଉଛନ୍ତି l ଆଉ ଏହି ଡହ ଡହ ଖରାରେ ବିନ୍ଦୁ ସାଗର କୂଳରେ ଏକ ବିକଳ ଛବି ଆମର ଅନ୍ତର ଆତ୍ମାକୁ ବ୍ୟଥିତ କଲା l ବିନ୍ଦୁ ସାଗରକୁ ଲାଗି ଛୋଟିଆ ଶିବ…

ଗାଧୋଇବା ବେଳେ ନଦୀରେ ବୁଡି ଛାତ୍ର ମୃତ

ସାଲେପୁର(କେନ୍ୟୁଜ୍‌) : ନଦୀରେ ଗାଧୋଇବା ହେଲା କାଳ l ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ସାଲେପୁର କଲେଜର ଦୁଇ ଛାତ୍ର ମୃତ l ମୃତ ଛାତ୍ର ଜଣଙ୍କ ହେଲେ ସାଲେପୁର ବ୍ଲକ ମୁର୍କୁଣ୍ଡି ଗ୍ରାମର ଅମୁଲ୍ୟ ବେହେରାଙ୍କ ପୁଅ ପ୍ରୀତି ରଞ୍ଜନ ବେହେରା । ତାଙ୍କ ବୟସ ୧୭ ବର୍ଷ l ପ୍ରୀତି ରଞ୍ଜନ…

ଗାଧୋଉ ଗାଧୋଉ ମା’ ଆଖି ସାମ୍ନାରେ ବୁଡ଼ିଗଲା ଝିଅ

ଯାଜପୁର : ଦ୍ୱାରେ ରୁଣ୍ଡ ହୋଇଛନ୍ତି ଲୋକେ । ମୁଣ୍ଡ ବାଡ଼େଇ ଭୋ ଭୋ ହୋଇ କାନ୍ଦୁଛି ମା’। ଖାଲି କହୁଛି ମୋ ଝିଅ କାହାର କି ଦୋଷ କରିଥିଲା । ମୋ ଝିଅକୁ ମୋଠୁ କାହିଁକି ଛଡ଼େଇ ନେଲେ ପ୍ରଭୁ… ମୋ ଝିଅକୁ ମୋତେ ଆଣିଦିଅ । ମା ଜଣକ କାନ୍ଦି କାନ୍ଦି ଚେତା ହରାଉଛନ୍ତି । ଏ ଦୃଶ୍ୟ ଦେଖିଲେ କ୍ଷଣକ ପାଇଁ…

ଉଦାସ ଆଶ୍ରମରେ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ପୂର୍ଣ୍ଣାହୁତି ଉତ୍ସବ

ଜଗତସିଂହପୁର : ଓଡ଼ିଶାରେ ଭିନ୍ନ ଭିନ୍ନ ପରମ୍ପରା ରୀତି ନୀତି ଦେଖିବାକୁ ମିଳିଥାଏ । ଆଉ ସବୁଠୁ ବଡ଼ କଥା ହେଉଛି ଗାଁ ମାନଙ୍କରେ ଦେଖାଯାଏ ଭିନ୍ନ ପୂଜା ପାଠ ହୋମ, ଯଜ୍ଞ ଇତ୍ୟାଦି । ବିଶ୍ୱଶାନ୍ତି ମହାଯଜ୍ଞ । ଶାନ୍ତି ଯଜ୍ଞ ଅର୍ଥାତ୍‌ ଶାନ୍ତି, ସୁଖ, ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ ପାଇଁ ଏହି…

ପୁଅ IAS ପାଇବା ପରେ ଖୁସିରେ ସିକ୍ୟୁରିଟି ଗାର୍ଡ଼ ବାପା ଛାତି କୁଣ୍ଢେମୋଟ ହୋଇଯାଉଛି

ଭଦ୍ରକ : ଆଜି ଜଣେ ବାପାଙ୍କ ମନ ଖୁସିରେ ନାଚି ଉଠୁଛି । କାରଣ ପୁଅ ପାଇଛି IAS । ଏହି ଖୁସି ପରିବାରରେ ଖେଳିଯାଇଛି ଆନନ୍ଦ । କଥା ରେ ଅଛି କଷ୍ଟ ହିଁ ଦେଖାଏ ସଫଳତା ର ରାସ୍ତା । ଆଜିର ସମାଜ ରେ ଯେତେବେଳେ ଅନେକ ଛାତ୍ରଛାତ୍ରୀ ସଫଳତା ଛୁଇଁ ନପାରିଲେ ପରିବାର ଆର୍ଥିକ ଦୁରବସ୍ଥାକୁ ଦାୟୀ…

ଜୋତା,ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ନାବାଳକ, ଓଡ୍ରାଫ୍ ଟିମ୍ ପକ୍ଷରୁ ଚାଲିଛି ଖୋଜାଖୋଜି

ଜଗତସିଂହପୁର(କେନ୍ୟୁଜ୍‌): ନଦୀକୁ ଡେଇଁ ପଡ଼ିଲେ ନାବାଳକ ନିଖୋଜ । ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ନିକଟସ୍ଥ କାଉଡ଼ିଆ ନଦୀରେ ଏଭଳି ଘଟଣା ଘଟିଛି । ନିଖୋଜ ନାବାଳକର ଘର ଲକପଡ଼ାରେ ହୋଇଥିବା ବେଳେ ତାର ନାମ ତ୍ରିଲୋଚନ ଲେଙ୍କା  । ତାଙ୍କ ବୟସ ୧୬ ବର୍ଷ ।  ଚଳିତ ବର୍ଷ ଦଶମ ପରୀକ୍ଷା…

କାଳବୈଶାଖୀ ବର୍ଷା ସତ୍ତ୍ବେ ତାତିର ପ୍ରକୋପ ଜାରି, ଗ୍ରୀଷ୍ମଲହରୀ ପାଇଁ କାଲି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ୍‌): ତାତିରେ ଲାଗିଲା ସାମାନ୍ୟ ବ୍ରେକ । ଉପକୂଳ ଓଡ଼ିଶାରେ ଆଶ୍ବସ୍ତି ଆଣି ଦେଲା କାଳବୈଶାଖୀ । ଏବେ ବି ତାତିର ପ୍ରକୋପ ଜାରି ରହିଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ଲାଗି ରହିବ । ଭୀଷଣ ଗ୍ରୀଷ୍ମଲହରୀ ପାଇଁ ଆସନ୍ତାକାଲି ୧୦ ଜିଲ୍ଲାକୁ…

ତାଣ୍ଡବ ରଚିଲା କାଳବୈଶାଖୀ, ଗଛ ପଡ଼ି କାର୍‌ ଭିତରେ ଚାପି ହୋଇଗଲେ ଶିଶୁ

କଟକ (କେନ୍ୟୁଜ୍‌): କଟକ ଜିଲ୍ଲା ବାଙ୍କୀରେ କାଳବୈଶାଖୀ ତାଣ୍ଡବ । ଗଛ ପଡ଼ି କାର ଭିତରେ ଚାପି ହୋଇଗଲେ ଶିଶୁ । ଦଶାହ କାର୍ଯ୍ୟକୁ ଆସିଥିବା ବେଳେ କାଳବୈଶାଖୀ ରୁ ରକ୍ଷା ପାଇବା ପାଇଁ ଶିଶୁମାନଙ୍କୁ କାର ଭିତରେ ଛାଡ଼ିଦେଇଥିଲେ ହେଲେ ହଠାତ୍‌ କାଳ ରୂପି ଗଛ ପଡ଼ିଥିଲା କାର୍‌ ଉପରେ। ଘଟଣା ଘଟିଛି…

ବିଜେପୁର ଆସନରୁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

ବିଜେପୁର (କେନ୍ୟୁଜ୍‌): ହାଟ୍ରିକ ବିଜୟ ଲକ୍ଷ୍ୟ ନେଇ ନାମାଙ୍କନ କଲେ ବିଜେପୁର ବିଜେଡି ପ୍ରାର୍ଥିନୀ ରୀତା ସାହୁ। ପ୍ରାର୍ଥିପତ୍ର ଦାଖଲ ଅବସରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ରୀତା ସାହୁ । ୨୦୧୮ ଉପନିର୍ବାଚନରେ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧ ହଜାର ୯୩୨ ଖଣ୍ତ ଭୋଟ ବ୍ୟବଧାନରେ ସେ…

ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ ଗୁଳି କରି ହତ୍ୟା

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ହତ୍ୟା। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାରକୁ ଆମେରିକାରେ ହତ୍ୟା କରାଯାଇଛି । ଆମେରିକୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ କିଛି ଅଜଣା ବ୍ୟକ୍ତି ଗୁଳି କରି…

ବାପାର ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର

ଭଦ୍ରକ (କେନ୍ୟୁଜ୍‌): ବାପା ପୁଅର ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଘରୋଇ କଳହକୁ କେନ୍ଦ୍ର କରି ବାପା ପୁଅ ହଣାହଣି । ପୁଅ ମୃତ ବାପା ଗୁରୁତର । ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏନେଇ ମେଡିକାଲ ବେଡ୍‌ରେ ଜୀବନ ସହ ସଂଘର୍ଷ…