Below header

ମାତ୍ର ୧୩,୦୦୦ ଟଙ୍କାରେ ଘରକୁ ଆଣନ୍ତୁ ୯୦ କିଲୋମିଟର ମାଇଲେଜ୍‌ ଦେଉଥିବା Bajaj pulsar ଓ Hero splendor pro ଭଳି ବାଇକ୍‌

ଗାଡ଼ିଟିଏ କିଣିବାକୁ କିଏ ବା ନ ଚାହେଁ। ସମସ୍ତେ ଚାହାନ୍ତି ନିଜର ଗାଡ଼ିଟିଏ ଥାଉ ଯେଉଁଥିରେ ସେ ସହଜରେ ଯିବାଆସିବା କରିପାରିବେ। କିନ୍ତୁ ଟଙ୍କା ଅଭାବରୁ ଅଧିକାଂଶ ଲୋକ ନିଜ ସ୍ୱପ୍ନ ପୂରଣ କରିପାରିନଥାନ୍ତି। ଯଦି ଆପଣ ବି ଅର୍ଥ ଅଭାବରୁ ଗାଡ଼ି କିଣିପାରୁନାହାନ୍ତି ତେବେ ଆଜି ଆମେ ଏକ ଏଭଳି ବାଇକ୍‌ ବିଷୟରେ କହିବୁ ଯାହାକୁ ଆପଣ ମାତ୍ର ୧୩ ହଜାର ଟଙ୍କାରେ ଘରକୁ ଆଣିପାରିବେ। ରିପୋର୍ଟ ମୁତାବକ, Droom ନାମକ ୱେବ୍‌ସାଇଟ୍‌ରେ କମ୍‌ ଦାମ୍‌ରେ ବ୍ୟବହୃତ ପଲସର ଓ ସ୍ପ୍ଲେଣ୍ଡର ପ୍ରୋ ଭଳି ମଟର ସାଇକେଲ ଉପଲବ୍ଧ ଅଛି। ଆସନ୍ତୁ ଜାଣିବା କେଉଁ ବାଇକ୍‌ର ଦାମ୍‌ କେତେ ଟଙ୍କା ରହିଛି…

Bajaj pulsar:

Image result for pulsar

ଇଞ୍ଜିନ୍‌-୧୮୦ ସିସି
କେବେ କିଣାଯାଇଛି-୨୦୧୦ ମସିହା
କେତେ ଚାଲିଛି- ୨୩,୬୫୨ କିମି
ଦାମ୍‌-୧୨,୦୦୦ ଟଙ୍କା

Hero splendor pro:

Related image

ଇଞ୍ଜିନ୍‌-୧୦୦ ସିସି
କେବେ କିଣାଯାଇଛି – ୨୦୧୨ ମସିହା
କେତେ ଚାଲିଛି-୨୯,୪୯୪ କିମି
ଦାମ୍‌-୧୧,୩୨୮ ଟଙ୍କା

Bajaj Platina:

Image result for platina

ଇଞ୍ଜିନ୍‌-୧୦୦ ସିସି
କେବେ କିଣାଯାଇଛି -୨୦୧୨
କେତେ ଚାଲିଛି-୧୫,୦୦୦ କିମି
ଦାମ୍‌-୧୨,୫୦୦ ଟଙ୍କା

Mahindra Centuro:

Image result for Mahindra Centuro

ଇଞ୍ଜିନ୍‌- ୧୧୦ ସିସି
କେବେ କିଣାଯାଇଛି – ୨୦୧୪ ମସିହା
କେତେ ଚାଲିଛି- ୨୯,୪୩୪କିମି
ଦାମ୍‌-୧୧,୩୨୮

Hero Passion Pro:

Image result for hero passion pro

ଇଞ୍ଜିନ୍‌- ୧୦୦ ସିସି
କେବେ କିଣାଯାଇଛି- ୨୦୧୧ ମସିହା
କେତେ ଚାଲିଛି- ୧୫,୦୦୦କିମି
ଦାମ୍‌-୧୩,୦୦୦

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.