Below header

BSNL ର ନୂଆ ଫାଇବର ପ୍ଲାନ ୫୯୯ ଟଙ୍କାରେ ମିଳୁଛି ୬୦ Mbps ସ୍ପିଡ, ଜିଓ-ଏୟାରଟେଲକୁ ଦେବ ଟକ୍କର

ଜିଓ ଫାଇବର ଏବଂ ଏୟାରଟେଲ ଏକ୍ସଷ୍ଟ୍ରିମ ଫାଇବରକୁ ଟକ୍କର ଦେବା ପାଇଁ Fiber Basic Plus ପ୍ଲାନର ଘୋଷଣା କରିଛି। ଏହି ପ୍ଲାନର ମୂଲ୍ଯ ଟଙ୍କା ରହିଛି। ୫୯୯ ଟଙ୍କା ପ୍ଲାନରେ କମ୍ପାନୀ ୬୦ Mbps ସ୍ପିଡ ସହିତ ଅନଲିମିଟେଡ ଡାଟା ମିଳିବ। ଏହି ପ୍ଲାନ ସମସ୍ତ ସର୍କଲ ପାଇଁ କମ୍ପାନୀ ଲଞ୍ଚ କରିବ।

ଉଲ୍ଲେଖଯୋଗ୍ଯ, ଏହି ନୂଆ ପ୍ଲାନ ସେହି ସର୍କଲରେ ଲାଗୁ ହେବ ଯେଉଁଠି କମ୍ପାନୀ FTTH ଅର୍ଥାତ୍ Fibre to the home ସଭିର୍ସ ଯୋଗାଉଛି। ଟେଲିକମ୍ ଟାର୍କ ରିପୋର୍ଟ ମୁତାବକ, ଏହି ପ୍ଲାନ ସହିତ କମ୍ପାନୀ ୪୪୯ ଟଙ୍କାର ପ୍ଲାନରେ ମଧ୍ୟ ପରିବର୍ତ୍ତନ କରିବ। କମ୍ପାନୀ ଏବେ FUP ପ୍ଲାନକୁ ଅନଲିମିଟେଡ ଡାଟା କହୁଛି, ତେଣୁ ପ୍ଲାନ ନେବା ବେଳେ ଧ୍ୟାନ ରଖିବା ଉଚିତ।

bsnl

ଏହି ପ୍ଲାନ ସହିତ କଷ୍ଟମର୍ସ ୨୪ ଘଣ୍ଟା କୌଣସି ନେଟୱାର୍କକୁ ଅନଲିମିଡଟଡ କଲିଂ କରିପାରିବେ। ୪୪୯ ଟଙ୍କା ପ୍ଲାନ ଅଧିନରେ କଷ୍ଟମର୍ସକୁ ୩୦ Mbps ସ୍ପିଡ ମିଳିବ। ପ୍ରଥମେ ଏହା କିଛି ରାଜ୍ଯ ପାଇଁ ରହିଥିଲା। କିନ୍ତୁ ଏବେ ଏହା ସବୁ ସ୍ଥାନରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.