Below header

ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC)ରେ ଖାଲିପଡିଛି ରିସର୍ଚ୍ଚ ଆସୋସିଏଟ୍ ପଦବୀ, ଆଜି ହିଁ କରିନିଅନ୍ତୁ ଆବେଦନ

ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରରେ ଖାଲିପଡିଛି ଅନେକ ପଦବୀ। ଭାବା ପରମାଣୁ କେନ୍ଦ୍ର (BARC) ରିସର୍ଚ୍ଚ ଆସୋସିଏଟ୍ ପଦରେ ଭର୍ତ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରୁଛି। ଏହି ପଦରେ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ ମଇ ପର୍ଯ୍ଯନ୍ତ ଆବେଦନ କରିପାରିବେ। ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର ଚାକିରି ଅଧିସୂଚନା ୨୦୨୧ କାର୍ଯ୍ଯାଳୟ ପାଇଁ ଆବେଦନ କରିପାରିବେ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୦ ମଇ ୨୦୨୧ ରହିଛି।

ପଦବୀ ବିବରଣୀ:

ରିସର୍ଚ୍ଚ ପ୍ରୋଜେକ୍ଟ: ୩୧

ଶିକ୍ଷାଗତ ଯୋଗ୍ଯତା: ପିଏଚଡି(ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ, ଆର୍ଥ ସାଇନ୍ସ,) , ଆବେଦନକାରୀ ଅନୁସନ୍ଧାନ ଏବଂ ବିକାଶ, ପ୍ରାସଙ୍ଗିକ କମ୍ପ୍ଯୁଟର ଜ୍ଞାନ, ମୌଖିକ ଏବଂ ଲିଖିତ ଅଭିଜ୍ଞତା ରହିବା ଆବଶ୍ଯକ। ବିଜ୍ଞାନ/ ଇଂଜିନିୟରିଂରେ ପିଏଚଡି, କରିଥିବା ଆବଶ୍ଯକ।

କେମିତି କରିବେ ଆବେଦନ: ଇଚ୍ଛୁକ ପ୍ରାର୍ଥୀ ଆବେଦନ ୧୦ ମଇ କିମ୍ବା ତାହା ପୂର୍ବରୁ ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରର ଚାକିରି ଅଧିସୂଚନାକୁ ଯାଇ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

http://www.barc.gov.in/

http://www.barc.gov.in/careers/vacancy527.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.